Odisha news

ଶ୍ରାବଣମାସରେ କରନ୍ତୁ ମୟୁର ଚନ୍ଦ୍ରିକାରେ ଏହି ଉପାୟ, ଭଗବାନ ବିଷ୍ନୁ ଙ୍କ ସହିତ ମିଳିବ ମହାଦେବଙ୍କ ଆଶୀର୍ବାଦ

0

୧ – ଆର୍ଥିକ ବୃଦ୍ଧି ପାଇଁ –
ଆର୍ଥିକ ବୃଦ୍ଧି ପାଇଁ ଶ୍ରାବଣମାସ ରେ ମୟୁରପଙ୍ଖ ରେ ବିଶେଷ ଉପାୟ କରାଯାଇ ଥାଏ l ମାନ୍ୟତା ଅନୁସାରେ ଏହି ମାସରେ ମୟୁର ଚନ୍ଦ୍ରିକା ନେଇ ରାଧାକୃଷ୍ଣ ମନ୍ଦିରରେ ପୂଜା କରିବା ଆବଶ୍ୟକ l ଏହାପରେ ମୟୁର ପର କୁ ନେଇ ନିଜ ଅଲମାରୀରେ ରଖନ୍ତୁ l ଧନ ବୃଦ୍ଧି ହେବ l

୨ – ଖରାପ ନଜର ରୁ ରକ୍ଷା ପାଇବା ପାଇଁ –
କୁହାଯାଏ ଯେ ଖରାପ ନଜର କାରଣରୁ କାମ ବିଗିଡ଼ିବାକୁ ଲାଗିଥାଏ l ଏହାଛଡା ଅନାବଶ୍ୟକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ l ଏପରି କରିବା ଦ୍ୱାର ରୂପା ତାବିଜ ରେ ମୟୁର ପର ଲଗାଇ ରଖିବା ଦ୍ୱାରା କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ l

୩ – ଶତ୍ରୁ ମାନଙ୍କୁ ଶାନ୍ତ କରିବା ପାଇଁ –
ଶ୍ରାବଣମାସ ରେ ଶତ୍ରୁଙ୍କ ବିନାଶ ପାଇଁ ହନୁମାନଙ୍କ ମସ୍ତକ ରେ ମୟୁର ପର ଛୁଆଁଇ ପାଣିରେ ପ୍ରବାହିତ କରିଦେବା ଦ୍ୱାରା ଶତ୍ରୁ ମାନଙ୍କର ବିନାଶ ହୋଇଥାଏ l

୪ – ବୈବାହିକ ସୁଖଶାନ୍ତି ପାଇଁ –
ଶ୍ରାବଣମାସ ରେ ବୈବାହିକ ଜୀବନ ରେ ସୁଖଶାନ୍ତି ପାଇଁ ମୟୁର ଚନ୍ଦ୍ରିକା କୁ ରାଧାକୃଷ୍ଣ ମନ୍ଦିର ରେ ଅର୍ପଣ କରିବା ସହିତ ଘରେ ମଧ୍ୟ ପୂଜା କରନ୍ତୁ l ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ରେ ମଧୁରତା ଆସିବ l

୫ – ସନ୍ତାନ ମାନଙ୍କ ଉନ୍ନତି ପାଇଁ –
ଶ୍ରାବଣମାସ ର ଯେ କୌଣସି ଦିନ ମହାଦେବ ଙ୍କ ନିକଟରେ ଗୋଟିଏ ମୟୁର ଚନ୍ଦ୍ରିକା କୁ ଛୁଆଁଇ ନିଜ ସନ୍ତାନର ପାଠ ପଢା ଟେବୁଲ ଉପରେ ରଖନ୍ତୁ , ଏହାଦ୍ୱାରା ମନ ସ୍ଥିର ରହିବା ସହିତ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ l

Nalco
Leave A Reply