Odisha news

ନାରୀ ମାନଙ୍କର ଡାହାଣ ଆକ୍ଷି ଡେଇଁବା ଦ୍ୱାରା କଣ ହୋଇଥାଏ, କଣ କହୁଛି ଶାସ୍ତ୍ର

0

ମଣିଷର ଅଙ୍ଗ ଡେଇଁବା ବୈଜ୍ଞାନିକ କାରଣ ବୋଲି କୁହାଯାଇ ଥାଏ l କିନ୍ତୁ ସାମୁଦ୍ରିକ ଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାର ଗଭୀର ଅର୍ଥ ରହିଛି l ଅଙ୍ଗ ଡେଇଁବା ଭବିଷ୍ୟତ ରେ ହେବାକୁ ଥିବା ଶୁଭ ଅଶୁଭ ଘଟଣାକୁ ସଂକେତ ଦେଇଥାଏ l ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କର ଅଙ୍ଗ ଡେଇଁବା ଅଲଗା ଅଲଗା ଅର୍ଥ ରହିଥାଏ l

ମହିଳା ମାନଙ୍କର ଡାହାଣ ବା ଦକ୍ଷିଣ ଆଖି ଡେଇଁବାର କାରଣ –
ସମୁଦ୍ର ଶାସ୍ତ୍ର ଅନୁସାରେ ମହିଳା ମାନଙ୍କର ଡାହାଣ ଆକ୍ଷି ଡେଇଁବା ଶୁଭ ନୁହେଁ l ଯଦି କୌଣସି ପୁରୁଷଙ୍କ ର ଡାହାଣ ଆଖି ଦେଇନଥାଏ ତେବେ ଶୁଭ ଅଟେ l ଯଦି ପୁରୁଷ ମାନଙ୍କର ଡାହାଣ ଆଖି ଦେଇନଥାଏ ତେବେ ଧନ ଲାଭ ସଂକେତ ମିଳିଥାଏ l

* ଧନ ହାନି ହୋଇଥାଏ

* କୌଣସି ବିପଦ ଆସିବାର ସଂକେତ ଅଟେ

* ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ

* ଅପଯଶ ପ୍ରାପ୍ତି ହୋଇଥାଏ

* କୌଣସି ବଡ ବିପଦ ଆସିବାର ସଂକେତ ଅଟେ

ମହିଳା ମାନଙ୍କ ପାଇଁ କେଉଁ ଆଖି ଡେଇଁବା ଶୁଭ –
ମହିଳା ମାନଙ୍କର ଯଦି ବାମ ଆଖି ଡ଼େଇଁଥାଏ ତେବେ ଶୁଭ ଅଟେ l ଏହାର ଅର୍ଥ ଆସୁଥିବା ସମୟରେ କିଛି ଭଲ ଘଟଣା ଘଟିପାରେ l

* ମହିଳାଙ୍କ ବାମ ଆଖି ଡେଇଁବା ଦ୍ୱାରା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ପ୍ରାପ୍ତି ହୁଏ

* ଘରର ଉନ୍ନତି ହୋଇଥାଏ

* କୌଣସି ଅଧୁରା କାର୍ଯ୍ୟ ପୁରଣ ହୋଇଥାଏ

Nalco
Leave A Reply