ଜୋ ବାଇଡେନ ଙ୍କ ପୁଅଙ୍କ ଅଶ୍ଳୀଳ ଫଟୋ ହ୍ରଲା ଆମେରିକା ରେ ଭାଇରାଲ, ଯେଉଁଥିରେ ସେ ଡ୍ରଗ୍ସ ନେବା ସହିତ ବେଶ୍ୟା ଙ୍କ ସହିତ ଉଲଗ୍ନ ଫଟୋ ହେଲା ଭାଇରାଲ
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଙ୍କ ପୁଅ ହଣ୍ଟର ବାଇଡେନ ଙ୍କ ଲାପଟପ ରୁ ପାଖାପାଖି ୯୦୦୦ ଫଟୋ ଚୋରି କରି ଭାଇରଲ କରାଯାଇଛି l ଏହି କାର୍ଯ୍ୟ ଦକ୍ଷିଣପନ୍ଥୀ ଦଳ ର ମାର୍କ ପୋଲୋ କରିଛନ୍ତି l ବାଇଡେନଲାପଟପ ଡଟ କମ ରେ ପୋଷ୍ଟ କରାଯାଇଥିବା ୮,୮୬୪ ଟି ଫଟୋ ରେ ହଣ୍ଟର ବାଇଡେନ ଡ୍ରଗ୍ସ ନେଉଥିବାର, ବେସ୍ୟା ମାନଙ୍କ ସହିତ ମସ୍ତି କରୁଥିବାର ଓ ତାଙ୍କ ପରିବାର ସହିତ ମଧ୍ୟ ଅନେକ ଫଟୋ ସାମିଲ ରହିଛି l କିଛିଟା ଫଟୋ ରେ ଆମେରିକା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ମଧ୍ୟ ଦେଖିବାକୁ ମିଳୁଛନ୍ତି l
ଡେଲି ମେଲ ର ଗୋଟିଏ ରିପୋର୍ଟ ଅନୁସାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଙ୍କ ପୁଅ ହଣ୍ଟର ବାଇଡେନ ଲାପଟପ ରୁ ଏହି ଫଟୋ ନିଆଯାଇଛି l ରିପୋର୍ଟ ଅନୁସାରେ ଏହି ସମସ୍ତ ଫଟୋ ୨୦୦୮ ରୁ ୨୦୧୯ ମଧ୍ୟର ଅଟେ l ଏହି ଫଟୋ ଗୁଡିକ ପ୍ୟାରିସ, ଚୀନ, ଲଣ୍ଡନ, ରୋମ, କୋସୋବୋ, କାବୋ ସାନ ଲୁକାଶ ଭଳି ଦୁନିଆର ଅନେକ ସ୍ଥାନରେ ନିଆଯାଇଛି l ହଣ୍ଟର ଙ୍କର ଏହି ଫଟୋ ଗୁଡିକ ମେକବୂକ ପ୍ର iphoto ଆପ ରୁ ନିଆଯାଇଛି l ଏହି ଫଟୋ ଗୁଡିକରେ ଦେଖିବାକୁ ମିଳିଛି ଯେ ହଣ୍ଟର ବାଇଡେନ ବେସ୍ୟା ମାନଙ୍କ ସହିତ ଉଲଗ୍ନ ଫଟୋ ଉତ୍ତାଳନ କରିଛନ୍ତି , ଏହାଛଡା ଅନେକ ଗୁଡିଏ ଫଟୋ ରେ ସେ ଡ୍ରଗସ ନେଉ ଥିବାର ଦେଖିବାକୁ ମିଳିଛି l