ବ୍ରହ୍ମପୁର (ସୁନିଲ କୁମାର ସାହୁ ) : ବ୍ରହ୍ମପୁର ମହାନଗର ନିଗମ କମିସେନର ଭାବେ ଭବାନୀ ପ୍ରସାଦ ମିଶ୍ର ନୂତନ କମିସେନର ଭାବେ ଦାୟିତ୍ୱ ଗ୍ରହଣ କରି ଛନ୍ତି। ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଶ୍ରୀ ମିଶ୍ର ଦାଇତ୍ୱ ଗ୍ରହଣ କରି ଥିବାରୁ ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇଙ୍କ ସମେତ କର୍ପୋରେଟର ଆର ପାବନୀ, ଆର୍ବନ ବ୍ୟାଙ୍କ ସଭାପତି ଆର ମୁରଲି ମୋହନଙ୍କ ସମେତ ବହୁ କର୍ପୋରେଟର,ଗଞ୍ଜାମ ଜିଲ୍ଲା ବିଜେଡି ଉପସଭାପତି ଭୀମସେନ ଦଳେଇ ଥିଲେ।
