Odisha news

କାର୍ଡ ଅନୁଷ୍ଠାନ ଦ୍ଵାରା ଚାରି ଦିନିଆ ଶିବିର ଆୟୋଜି ବ୍ରହ୍ମପୁର

0

ବ୍ରହ୍ମପୁର : ବ୍ରହ୍ମପୁର ଶକ୍ତିନଗାର ଠାରେ କାର୍ଡ ଅନୁଷ୍ଠାନ ଦ୍ଵାରା 4 ଚାରିଦିନିଆ ଛୋଟ ଛୋଟ ଶ୍ରବଣ ପିଲାଙ୍କ ଦ୍ଵାରା ଶିକ୍ଷା ଦାନ ଶିବିର ଆୟୋଜିତ ହୋଇଯାଇଛି l ଉକ୍ତ ଶିବିରରେ ଶ୍ରବଣ ବାଧିତ ପିଲା   ମାନଙ୍କୁ ଶିକ୍ଷା ଦେବା ନିମନ୍ତେ l ଛୋଟ ଛୋଟ ପିଲାମାନଙ୍କ ଖେଳ ପ୍ରତିଯୋଗିତା,ଚିତ୍ରା ଅଙ୍କନ,ବକୃତା ଓ ନାଚ ଗୀତ ପ୍ରତିଯୋଗିତା କରାଯାଇଥିଲା l ବିଭିନ୍ନ ସମସ୍ୟାର ଧାରଣା ଦେବା ନିମନ୍ତେ ଗୋପାଳପୁର ଉତ୍ସହବକୁ ନିଆଯାଇଥିଲା l ସେଠାରେ ଜ଼ିଲ୍ଲା ଶିଶୁଅଧିକାରୀ,ଦମକଳ  ଓ ପଶୁ ପ୍ରାଣୀ ବିଭାଗ ସେମାନଙ୍କର ବିଭିନ୍ନ କାର୍ଯ୍ୟ କ୍ରମ ଉପରେ ଭୁଝାଇ ଥିଲେ l ଉକ୍ତ ଶିବିରରେ ଡ଼.ପ୍ରକାଶଚନ୍ଦ୍ର ମହାପାତ୍ର ଓ ଅନୁଷ୍ଠାନର ଶ୍ରବଣ ବାଧିତ ପିଲାମାନଙ୍କୁ ଆଗକୁନେଇ ସମାଜର ମୁଖ୍ୟ ଅନୁଷ୍ଠାନର ସାମିଲ କରିବା ନିମନ୍ତେ ଯେଉଁ ପ୍ରୟାସ କରିଛନ୍ତି ଅନୁଷ୍ଠାନକୁ ଧନ୍ୟବାଦ ଦେଥିଲେ l ପିତା ମାତା ଉକ୍ତ ଦକ୍ଷତା ନିମନ୍ତେ ପ୍ରୟାସ କରୁଛନ୍ତି l ଶେଷରେ ଛାତ୍ର,ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଉକ୍ତ ଉଜାପାନ ଦିବସରେ ଅଦକ୍ଷ ସୁରେଶ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ ଓ ପ୍ରଦୀପ କୁମାର ସାବତ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply