Odisha news

ବଗଳାଦେଶ ପ୍ରିମିଅର ଲିଗ ଅଚାନକ କାହିଁକି ହେଲା ବନ୍ଦ ?

0

ବଙ୍ଗଳାଦେଶ ପ୍ରିମିଅର ଲିଗ ରଦ୍ଧ ହୋଇଛି, ବଙ୍ଗଳାଦେଶ କ୍ରିକେଟ ବୋର୍ଡ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ଏବଂ କୁହାଯାଇଛି ଯେ ଚଳିତବର୍ଷ BPL ଅନୁଷ୍ଠିତ ହେବ ନାହିଁ, ବୋର୍ଡ ର ଅଧକ୍ଷ ତାମିନ ଇକବଲ କହିଛନ୍ତି କି ଲିଗ କୁ ପୁନର୍ବାର ବ୍ୟବସ୍ଥିତ ଭାବାରେ ଆୟୋଜନ କରାଯିବ, BCB ର ଏହି ନିଷ୍ପତି ପଛର ମୁଖ୍ୟ କାରଣ ବିତିୟ ଘାଟା ବୋଲି ଦର୍ଶା ଯାଇଛି , ବଙ୍ଗଳାଦେଶ କ୍ରିକେଟ ବୋର୍ଡ ଅଧକ୍ଷ ତାମିମ ଇକବଲ କହିଛନ୍ତି ଯେ ଚଳିତ ବର୍ଷ BPL କରାଯିବ କିନ୍ତୁ କିଛିଟା ଅନ୍ତରୀଣ ଅସୁବିଧାର ସମାଧାନ ପରେ ଲିଗ ର ଆୟୋଜନ କରାଯିବ, ଏବଂ କହିଛନ୍ତି ଯେ ଗତ ୨ବର୍ଷ ମଧ୍ୟରେ ବୋର୍ଡ କୁ ବଙ୍ଗଳାଦେଶ ପ୍ରିମିଅର ଲିଗ କାରଣରୁ ୩.୩ ମିଲିୟନ ଡଲାର ର କ୍ଷତି ହୋଇଛି l

ପୂର୍ବତନ ବଙ୍ଗଳାଦେଶ କ୍ରିକେଟର ଓ ବିଶିବି ଅଧକ୍ଷ ତମିମି ଇକବଲ କହିଛନ୍ତି ‘ BPL ଗୋଟିଏ ଉନ୍ନତ ମନର କ୍ରିକେଟ ଲିଗ ଏବଂ ଲୋକ ମାନଙ୍କର ଏହା ପ୍ରତି ଖୁବ ରୁଚି ରହିଛି, ଯଦି ଏହାର ଆୟୋଜନ ଆମେ ଠିକ ଭାବରେ କରିପାରିଲେ ତ ଏହାର କ୍ରେଜ ଆହୁରି ଅଧିକ ବଢ଼ିଯିବ l ଫ୍ରାଞ୍ଚାଇଜ କ୍ରିକେଟ ଦ୍ୱାରା ବୋର୍ଡ ର ଲାଭ ହେବା ଜରୁରୀ କିନ୍ତୁ ଏଠାରେ ଆମ କ୍ରିକେଟ ବୋର୍ଡ କ୍ଷତି ସହୁଛି , ତେଣୁ ଯେତେଦିନ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନାହିଁ , ସେତେ ସମୟ ପର୍ଯ୍ୟନ୍ତ ଆଉ ଗୋଟିଏ ଟୁର୍ନାମେଣ୍ଟ ରଦ୍ଧ କରିବା ଠିକ ହେବ ନାହିଁ l

ବଙ୍ଗଳାଦେଶ ପ୍ରିମିଅର ଲିଗ ୨୦୧୨ ରେ ପ୍ରଥମଥର ଆରମ୍ଭ ହୋଇଥିଲା, ଗତ ୨୦୧୨ ରୁ BPL ମାତ୍ର ୧୨ ଟି ସିଜିନ୍ ଖେଳା ଯାଇଛି, ବିପିଏଲ ରେ ସବୁଠୁ ଅଧିକ ରନ ତମିମ ଇକବଲ ଙ୍କ ନାମରେ ରହିଛି l ଯିଏକି ବର୍ତମାନ ବଙ୍ଗଳାଦେଶ କ୍ରିକେଟ ବୋର୍ଡ ର ଅଦକ୍ଷ ଅଛନ୍ତି l

Nalco
Leave A Reply