ନଭେମ୍ବର ୨୮ ରୁ ୨୦୨୬, ଜୁଲାଇ ୨୬ ପର୍ଯ୍ୟନ୍ତ ମାର୍ଗୀ ଅବସ୍ଥାରେ ମୀନ ରାଶିରେ ରହିବେ, ଅର୍ଥାତ ୨୩୯ ଦିନ ପର୍ଯ୍ୟନ୍ତ ମାର୍ଗୀ ଅବସ୍ଥାରେ ରହିବେ, ନୂଆବର୍ଷ ୨୦୨୬ ରେ ଶନି କୌଣସି ରାଶିକୁ ଗୋଚର କରିବେ ନାହିଁ, ପୁନର୍ବାର ୨୦୨୬ ଜୁଲାଇ ରେ ମୀନ ରାଶିରେ ବକ୍ର ଗତି କରିବେ, ଜ୍ୟୋତିର୍ବିଦ ଙ୍କ ମତରେ ଶନି ଙ୍କ ଏହି ମାର୍ଗୀ ୩ଟି ରାଶି ଉପରେ ଶୁଭ ଫଳ ପକାଇବ, ଏହି ୩ରାଶି ଉପରେ ନୂଆବର୍ଷ ରେ କ୍ୟାରିଅର, ବ୍ୟବସାୟ ଓ ଆର୍ଥିକ ଅବସ୍ଥାରେ ଶୁଭଫଳ ମିଳିବ l
ସେହି ୩ରାଶି ହେଲେ – :
* ବୃଷ ରାଶି – ଚାକିରିଆ ଲୋକଙ୍କ ପାଇଁ ଆୟ ଓ ଉନ୍ନତି ର ରାସ୍ତା ୨୦୨୬ ରେ ଖୋଲିବ, ପଦୋନ୍ନତି ରେ ବୃଦ୍ଧି ହେବ, ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କର ଅଧିକ ଲାଭ ହେବ, ନୂଆବର୍ଷ ରେ ପୈତୃକ ସମ୍ପତି ରେ ମଧ୍ୟ ଲାଭ ମିଳିବ , କୋର୍ଟ କଚେରୀ ମାମଲା ରେ ଲାଭ ମିଳିବ, ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ l
* ମିଥୁନ ରାଶି – ଶନି ଙ୍କ ମାର୍ଗୀ ମିଥୁନ ରାଶିର ଲୋକଙ୍କୁ ଶୁଭ ଫଳ ଦେବ, କ୍ୟାରିଅର ରେ ଉନ୍ନତି ହେବ, ବ୍ୟବସାୟ କ୍ଷେତ୍ରରେ ସଫଳତା ପ୍ରାପ୍ତି ମିଳିବ, ଯଦି ବୃଷ ରାଶିର ଲୋକେ ଏହି ସମୟ ରେ ଜାଗା, ଜମି ଓ ବାହାନ କିଣିବାକୁ ଚାହୁଁଛନ୍ତି ତେବେ ସେମାନଙ୍କର ଏହି ସ୍ବପ୍ନ ପୁର୍ଣ ହେବ l
* ମକର ରାଶି – ମକର ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ଶନି ଦେବ, ଶନି ଙ୍କ ବକ୍ର ଗତିରେ ମକର ରାଶିର ଲୋକଙ୍କୁ ଆର୍ଥିକ ସଫଳତା ପ୍ରାପ୍ତି ହେବ, ଏବଂ ଅଟକି ଥିବା କାର୍ଯ୍ୟ ସୁଚାରୁ ଭାବରେ ହୋଇଯିବ l ଆପଣଙ୍କ ବାଣୀ ରେ ସଂଯମତା ରଖିଲେ ଶନି ଙ୍କ ଶୁଭ ଦୃଷ୍ଟି ବର୍ଷ ସାରା ମିଳିବ l କାର୍ଯ୍ୟ କ୍ଷେତ୍ର ରେ ସଫଳତା ମିଳିବ ଓ ବିରୋଧୀ ପରାସ୍ତ ହେବେ l ବୈବାହିକ ଜୀବନ ସୁଖମୟ ହେବ l
