ବାବା ଭେଙ୍ଗl ଙ୍କ ଭବିଷ୍ୟବାଣୀ ବଢ଼ାଇଲା ଚିନ୍ତା, ୨୦୨୬ ରେ ବଢିବ ଏଲିଅନ ଙ୍କ ସହିତ ବଢିବ ସମ୍ପର୍କ ଏବଂ ଆସିବ AI ପ୍ରତି ବିପଦ
ଦୁନିଆର ଭବିଷୟକର୍ତା ମଧ୍ୟରେ ପ୍ରସିଦ୍ଧ ବାବା ଭେଙ୍ଗା ନିଜ ଜୀବନରେ ଏଭଳି ଅନେକ ଭବିଷ୍ୟବାଣୀ କରିଛନ୍ତି, ଯେଉଁଥିରେ ଅନେକ ଭବିଷ୍ୟବାଣୀ ଆଜି ସତ୍ୟ ହୋଇଛି, ଯେପରିକି ୯ / ୧୧ ରେ ହୋଇଥିବା ଆକ୍ରମଣ, ବ୍ରିଟେନ ର ୟୁରୋପୀୟ ସଙ୍ଘ ଅଲଗା ହେବା, ଏବଂ ପ୍ରାକୃତିକ ଦୁର୍ବିପାକ ବୃଦ୍ଧି ପାଇବା, ଅଜଣା ରୋଗରେ ବିଶ୍ୱ ସଂକ୍ରମିତ ହେବା , ମଧ୍ୟ-ପ୍ରାଚ୍ୟ ରେ ଯୁଦ୍ଧର ସ୍ଥିତି ଉପୁଜିବା ଇତ୍ୟାଦି l
ବାବା ଭେଙ୍ଗା ୨୦୨୬ କୁ ନେଇ ଗୋଟିଏ ଭବିଷ୍ୟବାଣୀ କରିଛନ୍ତି, ଯେଉଁଥିରେ ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ମାନବ ସମାଜ ପ୍ରତି ବିପଦ ଥିବା କହିଛନ୍ତି l ସେ ନିଜ ଭବିଷ୍ୟବାଣୀ ରେ କହିଛନ୍ତି ଯେ AI ଏତେ ଆଡ଼ଭାନ୍ସ ହୋଇଯିବ ଯେ ଆଉ ମଣିଷ ହାତରେ କିଛିବି ରହିବ ନାହିଁ l
ଏବଂ ୨୦୨୬ ରେ ପ୍ରାକୃତିକ ଦୁର୍ବିପାକ ମଧ୍ୟ ବୃଦ୍ଧି ପାଇବ, ଯେପରିକି ବିଶ୍ୱରେ ଅନେକ ଭାଗରେ ଭୂମିକମ୍ପ ଓ ଜ୍ୱାଳାମୁଖୀ ବିସ୍ଫୋଟ ହେବ, ଯାହାର ସିଧା ପ୍ରଭାବ ଇକୋ ସିଷ୍ଟମ ଉପରେ ପଢିବ l
ବାବା ଭେଙ୍ଗା ଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୨୬ ଆଜି ପର୍ଯ୍ୟନ୍ତ ଗୋଟିଏ ଐତିହାସିକ ବର୍ଷ ହୋଇରହିବ l ଏବଂ ଏହି ବର୍ଷ ବୈଜ୍ଞାନିକ ମାନେ ପ୍ରଥମଥର ଏଲିଅନଶ ର ସମ୍ପର୍କରେ ଆସିବେ l ବୈଜ୍ଞାନିକ ଙ୍କ ଏହି ପଦକ୍ଷେପ ମଣିଷ ଇତିହାସ ରେ ଗୋଟିଏ ନୂଆ ଇତିହାସ ହେବ l