ଗୃହର ଉତ୍ତର ଦିଗ କାହିଁକି ଜରୁରୀ ଏବଂ ଏହିଦିଗରେ ଏହିସବୁ ବସ୍ତୁକୁ ରଖିବା ଦ୍ୱାରା ଗୃହରେ ହୋଇଥାଏ ମା ଲକ୍ଷ୍ମୀ ଙ୍କ ବାସ
କୁବେର ହେଉଛନ୍ତି ଧନଧାନ୍ୟ ସମୃଦ୍ଧି ର ଦେବତା , ଯେଉଁ ଜାତକ ଉପରେ କୁବେର ଙ୍କ କୃପା ରହିଥାଏ ସେମାନଙ୍କ ଜୀବନ ରେ କଦାପୀ ଆର୍ଥିକ ଅସୁବିଧା ଦେଖାଯାଇ ନଥାଏ ଏବଂ ସୁଖ ସମୃଦ୍ଧି ର ବାସ ସର୍ବଦା ହୋଇଥାଏ l ଆଜି ଆମେ ଏଭଳି କିଛି ଜିନିଷ ବସାୟାରେ କହିବୁ ଯାହାକୁ ଉତ୍ତର ଦିଗରେ ରଖିବା ଦ୍ୱାରା କୁବେର ଦେବତା ସନ୍ତୁଷ୍ଟ ହୋଇ ଥାଆନ୍ତି l
– ଯଦି ଆପଣ ଉତ୍ତର ଦିଗରେ ଆପଣଙ୍କ ଘରର ଅଲମିରା କିମ୍ବା ପଇସା ରାଲହୁଥିବା ଜିନିଷ ରଖିବେ ତେବେ ଧନ ବୃଦ୍ଧି ହେବ l ଏବଂ ଆପଣଙ୍କ ବିଗିଡି ଥିବା କାର୍ଯ୍ୟ ସୁଧୀରି ଯିବ l
* ଯଦି ଆପଣ ଘରର ଉତ୍ତର ଦିଗରେ ନଦୀ କିମ୍ବା ଝରଣା ର ଛୋଟର ଲଗାଇବେ ତେବେ ଏହାଦ୍ୱାରା ଘରକୁ ସକାରାତ୍ମକ ଉର୍ଜା ର ଆଗମନ ହେବ , ନକାରାତ୍ମକ ଉର୍ଜା ଦୂରେଇ ଯିବ l
* ଘରର ଉତ୍ତର ଦିଗରେ ଗୋଟିଏ ଆକୁଆରୀୟମ ରଖିବା ଜରୁରୀ l ଏହା ଜୀବନ ରେ ସୁଖ ସମୃଦ୍ଧି ଆଗମନ କରାଇ ଥାଏ l
* ଯଦି କୌଣସି ସୁବୋଧ ନାହିଁ ତେବେ ଘରର ଉତ୍ତର ଦିଗରେ ଗୋଟିଏ ଜଳ ପୂର୍ଣ ପାତ୍ର ରଖନ୍ତୁ ଏବଂ ଏଥିରେ କିଛିଟା ସୁଗନ୍ଧିତ ଦ୍ରବ୍ୟ ମିଶାଇ ନିଅନ୍ତୁ ଏବଂ କିଛି ଫୁଲ ପକାଇ ରଖି ଦିଅନ୍ତୁ l ଏହାଦ୍ୱାରା ମଧ୍ୟ ସକାରାତ୍ମକ ଶକ୍ତି ଦ୍ବିଗୁଣିତ ହୋଇଥାଏ l
* ଘରର ଉତ୍ତର ଦିଗରେ ଗୋଟିଏ କୁବେର ଯନ୍ତ୍ର ଲଗାଇ ନିଅନ୍ତୁ l ଏପରି କଲେ ଋଣ ଭାରରୁ ମୁକ୍ତି ମିଳିଥାଏ l
* ଘରର ଉତ୍ତର ଦିଗରେ ଷ୍ଟୋର ରୁମ ରଖନ୍ତୁ ନାହିଁ , କୌଣସି ବର୍ଜ୍ୟ ବସ୍ତୁ ରଖନ୍ତୁ ନାହିଁ , ଜୋତା ଷ୍ଟାଣ୍ଡ ରଖନ୍ତୁ ନାହିଁ, ଛିଣ୍ଡା ଚପଲ