Odisha news

ଡିସେମ୍ବର ମାସରେ ୧୮ ଦିନ ରହିବ ବ୍ୟାଙ୍କ ବନ୍ଦ 

0
ଡିସେମ୍ବର ମାସ ଆରମ୍ଭ ହୋଇଯିବ, ଏବଂ ଏହି ମାସରେ ବ୍ୟାଙ୍କ ଗ୍ରାହକ ଙ୍କୁ କିଛିଦିନ ପାଇଁ ଅସୁବିଧାର ସମୁଖୀନ ହେବାକୁ ପଡିପାରେ, କାହିଁକିନା ଏହି ମାସରେ ୧୮ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ, ତେଣୁ ନିଜ ବ୍ୟାଙ୍କ କାମ ଶୀଘ୍ର ସମାପ୍ତ କରିବା ଆବଶ୍ୟକ l
ଏହାଛଡା ବ୍ୟାଙ୍କ ଛୁଟି ଅନେକ ସମୟରେ ଜାତୀୟ ସ୍ତରରେ, ରାଜ୍ୟ ସ୍ତରରେ ଏବଂ ଅଧିକାଂଶ ସମୟରେ ରିଜିଓନାଲ ମଧ୍ୟ ହୋଇଥାଏ l ଏହାର ଅର୍ଥ ନୁହେଁ ଯେ ୧୯ ଦିନ ପର୍ଯ୍ୟନ୍ତ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ହଲିଡେ ଲିଷ୍ଟ ଅନୁସାରେ ଡିସେମ୍ବର ମାସରେ ୧୮ ଦିନ ବ୍ୟାଙ୍କ ଛୁଟି ରହିବ ବୋଲି କୁହାଯାଇଛି l
ଡିସେମ୍ବର ୧ତାରିଖ – ସେଥିରେ ଉଲେଖ ରହିଛି ଡିସେମ୍ବର ୧ତାରିଖ ରେ ସ୍ବଦେଶୀ ଆସ୍ଥା ଦିବସ ପାଇଁ କିଛି ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ l
ଡିସେମ୍ବର ୩ ଓ ୧୯  ତାରିଖ – ଲୋକାଲ ହଲିଡେ  ଗୋଆ ରେ ବ୍ୟାଙ୍କ ବନ୍ଦ
ଡିସେମ୍ବର ୭ – ରବିବାର ବ୍ୟାଙ୍କ ଛୁଟି l
ଡିସେମ୍ବର ୧୨ ଓ ୧୮ -ସିଲଂ ରେ ବ୍ୟାଙ୍କ ବନ୍ଦ
ଡିସେମ୍ବର ୧୩ =ଦ୍ଵିତୀୟ ଶନିବାର
ଡିସେମ୍ବର ୧୪ – ରବିବାର ଛୁଟି
୨୦ ଓ ୨୧ ଓ ୨୨  ଡିସେମ୍ବର -ସିକିମ ରେ ନୂଆବର୍ଷ ପାଳନ ଓ ଅନ୍ୟ ଲୋକାଲ ହଲି ଡେ
୨୧ ଡିସେମ୍ବର -ରବିବାର ଛୁଟି
୨୪ ଡିସେମ୍ବର – କିଛି ସ୍ଥାନରେ ଲୋକାଲ ଛୁଟି ଡିସେମ୍ବର ୨୫ ପାଇଁ
୨୫ ଡିସେମ୍ବର -ସାରା ଭାରତରେ ବ୍ୟାଙ୍କ ଛୁଟି
ଡିସେମ୍ବର ୨୬ – ଭାରତର କିଛି ଅଞ୍ଚଳ ରେ ଲୋକାଲ ହଲି ଡେ
ଡିସେମ୍ବର ୨୭ -କିଛି ରାଜ୍ୟରେ ଲୋକାଲ ହଲି ଡେ ପାଇଁ ବ୍ୟାଙ୍କ ଛୁଟି
ଡିସେମ୍ବର ୨୮ -ରବିବାର ବ୍ୟାଙ୍କ ଛୁଟି
ଡିସେମ୍ବର ୩୦  -କିଛି ରାଜ୍ୟରେ ଲୋକାଲ ହଲି ଡେ
ଡିସେମ୍ବର ୩୧ ଆଇଜୋଲ ଇମ୍ଫାଲ ରେ ନୂଆ ବର୍ଷ ପାଳନ ଛୁଟି
Leave A Reply