Odisha news

ବାଙ୍ଗରିପୋଷୀ ବିଧାୟିକା ଉଦ୍ଘାଟନ କଲେ କୁଳିଅଣା ଧାନ ମଣ୍ଡି 

0
କୁଳିଅଣା :  ଆଜି ୩୧ ତାରିକ ମଙ୍ଗଳବାର ଦିନ ବାଙ୍ଗରିପୋଷୀ ବିଧାୟିକା ସୁଶ୍ରୀ ସଞ୍ଜଳୀ ମୁର୍ମୁ କୁଳିଅଣା ଲ୍ୟIମ୍ପସ ପରିସର ରେ ଧାନ କ୍ରୟ କେନ୍ଦ୍ର ର ଶୁଭ ଉଦ୍ଘାଟନ କରି ଥିଲେ | ଉକ୍ତ ଉଦ୍ଘାଟନ ଉତ୍ସବ ରେ କୁଳିଅଣା ତହସିଲଦIର ଦୁର୍ଗା ଚରଣ ମୁର୍ମୁ ,ଅତିରିକ୍ତ ତହସିଲଦIର ଗଦାଧର ସେଠି , ବାରିପଦା ମଣ୍ଡଳ ସମବାୟ ସମିତି ସମୂହ ବରିଷ୍ଠ ସହକାରୀ ନିରବନ୍ଧକ ଅଶୋକ କୁମାର ପାଣି, ସହକାରୀ ନିରବନ୍ଧକ ତୁଷାର କାନ୍ତି ମହାନ୍ତି, ଉପ ସହକାରୀ ନିରବନ୍ଧକ ବିଷ୍ନୁପ୍ରିୟI ସିଂ , କୁଳିଅଣା ବ୍ଲକ ଯୋଗାଣ ନିରୀକ୍ଷକ ଉତ୍କଳିକା ନାଏକ , କୁଳିଅଣା ରାଜସ୍ବ ନିରୀକ୍ଷକ ଅଭିନାଶ ନାଏକ , କୁଳିଅଣା ଲେମ୍ପ ସଭାପତି ଶରତ ଚନ୍ଦ୍ର ନାଏକ ,ମଣ୍ଡି ନୋଡାଲ ଅଫିସର ଅଜିତ ମାହାଲି , କୁଳିଅଣା ଲ୍ୟIମ୍ପସ ପରିଚାଳନା ନିର୍ଦେଶକ ଆନନ୍ଦ ଶଙ୍କର ଦେ , ଧାନ କ୍ରୟ କମିଟି ର ସଦସ୍ୟ ପଦ୍ମଲାଚନ ସାହୁ , ୮ ନମ୍ବର ଜୋନ ର ବି .ଜେ .ପି ମଣ୍ଡଳ ସଭାପତି ବିଶ୍ଵନାରାୟଣ ଜିତବାବୁ ,ଉପସଭାପତି ଶିବଶଙ୍କର ବସା , ସାଧାରଣ ସମ୍ପାଦକ ପିଥନାଥ ହାଁସଦା ,ସୁଶାନ୍ତ ସାନ୍ତରା , ଡୁମୁରଡ଼ିହା ପଞ୍ଚାୟତ ପ୍ରମୁଖ ଉତ୍ତମ କୁମାର ଜିତବାବୁ ତଥା ବୋହୁ ବରିଷ୍ଠ ବି.ଜେ .ପି କର୍ମୀ ଉପସ୍ଥିତ ଥିଲେ | ଧାନ ମଣ୍ଡି ରେ ଧାନ ର ମାନ ଯାଞ୍ଚ କରାଯିବ ସହ ଚାଷୀ ମାନେ ଯେପରି କଟଣି , ଚଟଣୀ ର ଶିକାର ନ ହେବେ ସେଥି ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ବିଧାୟିକା ନିର୍ଦେଶ ଦେଇ ଥିଲେ |
Leave A Reply