Odisha news

ବାମ୍ବୁ ବାସ୍ତୁ ଟିପ୍ସ : ଘରର ଏହି ଦିଗରେ ଲଗାନ୍ତୁ ବାଉଁଶ ଗଛ , ଶୋଇଥିବା ଭାଗ୍ୟ ଜାଗି ଉଠିବ

ଘରର ସୁନ୍ଦରତା ବଢାଇବା ପାଇଁ ଲୋକମାନେ ନିଜ ଘରେ ଇଣ୍ଡୋର ପ୍ଲାଣ୍ଟ ଲଗାଇ ଥାଆନ୍ତି l ଏହା ଦେଖିବାକୁ ଖୁବ ସୁନ୍ଦର ଲାଗିଥାଏ ଓ ଏହାଦ୍ୱାରା ଘରକୁ ପଜିଟିଭିଟି ଆସିଥାଏ l ଏହି ଗଛ ଗୁଡିକ ଆମକୁ ପ୍ରଦୂଷଣ ଠାରୁ ରକ୍ଷା କରିବା ସହିତ ଅଧିକ ମାତ୍ରାରେ ଅକ୍ସିଜେନ ମଧ୍ୟ ପ୍ରଦାନ କରି ଥାଆନ୍ତି l ଆପଣ ଅଧିକାଂଶ ଲୋକଙ୍କୁ ଘରେ ବାସ୍ତୁ ବାମ୍ବୁ ରଖି ଥିବାର ଦେଖି ଥିବେ l ଏହା ଘରର ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ ଓ ବାସ୍ତୁ ଅନୁସାରେ ମଧ୍ୟ ଖୁବ ଶୁଭ ଅଟେ l

* ଜୀବନରେ ସାକାରାତ୍ମକତା ଓ ସୁଖ ସମୃଦ୍ଧି ପାଇଁ ବାଉଁଶ ଗଛକୁ ଖୁବ ଗୁରୁତ୍ୱ ଦିଆଯାଇଥାଏ l ବାଉଁଶ ଗଛକୁ ଘରେ ଓ ଅଫିସ ରେ ରଖିବା ଦ୍ୱାରା ନେଗେଟିଭ ଏନର୍ଜି ଦୂର ହୋଇଥାଏ ଓ ଉନ୍ନତି ର ମାର୍ଗ ଖୋଲି ଯାଇଥାଏ l

* ବାଉଁଶ ଗଛକୁ ଘରେ ଉପଯୁକ୍ତ ସ୍ଥାନରେ ରଖିବା ଦ୍ୱାରା ଚମତ୍କାରୀ ଲାଭ ମିଳିଥାଏ ଓ ଏହା ବାତାବରଣ କୁ ଶୁଦ୍ଧ କରିବାରେ ସାହାଯ୍ୟ କରିଥାଏ l

* ବାଉଁଶ ଗଛ ଘରକୁ ସକାରାତ୍ମକ ଶକ୍ତି ଆଣିଥାଏ l ଘରେ ବାଉଁଶ ଗଛ ରଖିବା ଦ୍ୱାରା ପରିବାର ସଦସ୍ୟ ଙ୍କର ସମସ୍ତ କାର୍ଯ୍ୟ ଠିକ ଭାବରେ ହୋଇଥାଏ l

* ଆପଣ ଯଦି ଘରେ ବାଉଁଶ ଗଛ ରଖୁଛନ୍ତି ତେବେ ତାହାକୁ ପୂର୍ବ ଦିଗରେ ରଖନ୍ତୁ l ଏହାକୁ ଘରେ ରଖିବା ଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ଓ ଭାଗ୍ୟ ଚମକି ଥାଏ l ବାଉଁଶ ଗଛ ଖୁବ ଶୁଭ ଅଟେ l

* ବାଉଁଶ ଗଛ ପରିବାର ବସିବା ସ୍ଥାନରେ ଲଗା ଯାଇଥାଏ l ଏହାଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହୋଇଥାଏ l

Comments are closed.