Odisha news

ଡ୍ରେନ ଉପରୁ ଉଠା ଦୋକାନିଙ୍କୁ ଉଛେଦ ଜୋରିମାନା ଆଦାୟ

0

ବାଲିଗୁଡା,୨/୯-;ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦ ଦ୍ୱାରା ମୁଖ୍ୟ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଉଠା ଦୋକନିକୁ ଉଠାଇବା ସହ ଡ୍ରେନ ଉପରେ ଦୋକାନ ସାମଗ୍ରୀ ରଖିଥିବା ଦୋକାନି ମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି । ଉଠା ଦୋକାନୀ ଗୁଡିକୁ ରାସ୍ତା କଡରୁ ଉଠାଇ ସହରରେ ଥିବା ଭେଣ୍ଡିଂଜୋନରେ ଥଇଥାନ କରା୍ାଇଥିବା ଦେଖିବାକୁ ମିଳିଛି । ଡ୍ରେନ ଉପରତେ କିଛି ଦୋକାନୀ ଦୋକାନ ସାମଗ୍ରୀ ରକୀଥିଲେ ଏହାକୁ ଜୋରିମାନା । ଉକ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପ୍ରଣୀତା ଦାସ,ଉପଖନ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ,ତହସିଲଦାର ଦୀପ୍ତି ପ୍ରକାଶ ବେହେରା,ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳେଇ ସମେତ ଏନଏସି କର୍ମଚାରୀ ମାନେ ଉପସ୍ଥିତ ଥିବା ବେଳେ ପୋଲିସ ପ୍ରଶାସନ ତରଫରୁ ପୋଲିସ ଫୋର୍ସ ମୃତୟନ ଥିଲେ ।

Leave A Reply