ଭୁବନେଶ୍ୱର : ଆଜି ମଧ୍ୟାହ୍ନ ରେ ସମ୍ବଲପୁର ବୁଢାବଜାର ସ୍ଥିତ ଆକ୍ସିସ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟି ଯାଇଛି l ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ବ୍ୟାଙ୍କ ରୁ କର୍ମଚାରୀ ମାନଙ୍କୁ ଉଦ୍ଧାର କରିବାକୁ ଆରମ୍ଭ କରିଛନ୍ତି l ବ୍ୟାଙ୍କ କାର୍ଯ୍ୟ ଚାଲିଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟି ଥିଲା l ପରିସ୍ଥିତି କୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀର କଠୋର ପରିଶ୍ରମ ଜାରି ରହିଛି l ଏହି ସ୍ଥିତିର ମୁକାବିଲା କରିବା ପାଇଁ ଅଗ୍ନିଶମ ବାହିନୀ ଓ ପୋଲିସ ମୁତୟନ ରହିଛନ୍ତି l
Comments are closed.