Odisha news

ଗଦାଧରପୁରରେ ଲୋକକଳା ଉତ୍ସବ ପାଳିତ

ଘଟଗାଁ,୨/୧୦- ଆଜି ଘଟଗାଁ ବ୍ଲକର ଗଦାଧରପୁର ଗ୍ରାମ ରଜ ପଡିଆ ଠାରେ ଲୋକକଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ସମ୍ମାନନୀୟ…
Read More...

ଅନୁଗୋଳ ଓ ଢେଙ୍କାନାଳ ସମେତ ୧୦ଟି ସ୍ଥାନରେ ଏସଏସଭିଏମର ନୂତନ ଗୃହର ଲୋକାର୍ପଣ ଜାତୀୟ ଶିକ୍ଷା ନୀତିରେ ଶିଶୁ ବାଟିକା ଓ…

• ଅନୁଗୁଳ ଏବଂ ଢେଙ୍କାନାଳରୁ ୪ଟି ଲେଖାଁଏ ସ୍ଥାନରେ ଏସଏସଭିଏମର ନୂତନ ଗୃହର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ • ଅନୁଗୋଳକୁ କୌଶଳ ବିକାଶ ଯୁକ୍ତ ଜିଲ୍ଲା କରିବା ପାଇଁ ହେଉଛି ମାଷ୍ଟର ପ୍ଲାନ୍ • ସରସ୍ୱତୀ ଶିଶୁ…
Read More...

ସମାଜ ସେବି ଙ୍କ ଦ୍ୱାରା ଗାନ୍ଧୀଜୟନ୍ତୀ ପାଳନ

ପୋଲସରା :02/10/21(ରଂଜୟ ପାଣିଗ୍ରାହୀ )ପୋଲସରା ବ୍ଲକ ଅନ୍ତର୍ଗତ ମନ୍ଦାର ଗ୍ରାମ ରେ ସମାଜ ସେବି ରଘୁନାଥ ପଣ୍ଡା ଓ ଦୁର୍ଗାମାଧବ ପଣ୍ଡାଙ୍କ ଦ୍ୱlରାସ୍ୱାଧୀନତା ର ପ୍ରତିଷ୍ଟା ତା ସତ୍ୟଓ ଅହିଁସା ର ପୂଜାରୀ…
Read More...

ନିଶାଣପୁର ଗ୍ରାମ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀ ତହସିଲ କାର୍ୟ୍ୟ।ଳୟ ଘେରାଉ

ନର୍ଲା –(ଦୀପକ କୁମାର ଠାକୁର )ନର୍ଲା ବ୍ଲକ ଅନ୍ତର୍ଗତ ନିଶାଣପୁର ଗ୍ରାମ ପଞ୍ଚାୟତର କୃଷକ ନେତା କେଦାରନାଥ ରଣାଙ୍କ ନେତୃତ୍ୱରେ ୧୦୦ ରୁ ଉଦ୍ଧ୍ୱର୍ ଚାଷୀ ବେହେରାପାର୍ଟିରୁ ର୍ୟାଲି ରେ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ…
Read More...

ଓଡିଶାର ଆୟୁଷ ଡାକ୍ତରମାନଙ୍କର ଅନିର୍ଦ୍ଦିଷ୍ଟ କାଳ ପାଇଁ ଅସହୋଯୋଗ ଆନେ୍ଦାଳନ : ସ୍ଥାୟୀ ନିଯୁକ୍ତି ପାଇଁ…

ଭୁବନେଶ୍ୱର, ୨ ଅକ୍ଟୋବର ୨୦୨୧: ରାଷ୍ଟ୍ରିୟ ସ୍ୱାସ୍ଥ୍ୟ ମିଶନ୍ (ଘଐଗ) ଅଧୀନରେ କାର୍ଯ୍ୟ କରୁଥିବା ଆୟୁଷ ଡାକ୍ତରଙ୍କର ଏକ ସଂଗଠନ, ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ପରିଚାଳନା ତଥା ସମାଜର ଉନ୍ନତି ପାଇଁ ସେମାନଙ୍କୁ ସ୍ଥାୟୀ…
Read More...

ରିଲାଏନ୍‌ସ ଡିଜିଟାଲ ରେ ‘ଫେଷ୍ଟିଭାଲ୍ ଅଫ୍ ଇଲେକ୍‌ଟ୍ରୋନିକ୍‌ସ ସେଲ୍

ଅକ୍ଟୋବର ୦୨, ୨୦୨୧ : ଚଳିତ ପାର୍ବଣ ଋତୁରେ ଫେଷ୍ଟିଭାଲ୍ ଅଫ୍ ଇଲେକ୍‌ଟ୍ରୋନିକ୍‌ସ ସହିତ ରିଲାଏନ୍‌ସ ଡିଜିଟାଲ୍ ଏହାକୁ ପାଳନ କରିବା ପାଇଁ ସଭିଙ୍କୁ ସୁଯୋଗ ପ୍ରଦାନ କରୁଛି । ଆପଣଙ୍କର ପସନ୍ଦର ଟେକ୍ ଉପରେ ଆକର୍ଷଣୀୟ ଅଫର ଓ …
Read More...

ଏୟାରଟେଲ୍ର ମେଡ୍ ଇନ୍ ଇଣ୍ଡିଆ ଡିଟିଏଚ୍ ସେଟ୍ ଟପ୍ ବକ୍ସର ଶୁଭାରମ୍ଭ

ଭୁବନେଶ୍ୱର: ଭାରତୀ ଏୟାରଟେଲ୍ (“ଏୟାରଟେଲ୍”)ର ଡିଟିଏଚ୍ ଶାଖା ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ, ଏହା ଗ୍ରାହକଙ୍କ ପାଇଁ ମେଡ୍ ଇନ୍ ଇଣ୍ଡିଆ ହାଇ ଡେଫିନିଶନ ସେଟ୍ ଟପ୍ ବକ୍ସର ଶୁଭାରମ୍ଭ କରିଛି । ଏହି ସେଟ୍ ଟପ୍…
Read More...

” ବିଶ୍ଵ ଅହିଂସା ଦିବସ ” ପ୍ରବାଦ ପୁରୁଷ ମହାତ୍ମା ଗାନ୍ଧୀଙ୍କ ପାଇଁ ଦିନଟିଏ

ଭାରତ ଭଳି ପୁଣ୍ୟ ଭୂମି ରେ ଭାରତର ସ୍ଵାଧୀନତା ସଂଗ୍ରାମ ର ମୁଖ୍ୟ ପୁରୋଧା ମୋହନଦାସ କରମଚାନ୍ଦ ଗାନ୍ଧୀ ଙ୍କର ଜନ୍ମ ଗୁଜୁରାଟ ର ପୋର୍ ବନ୍ଦର ରେ ୧୮୬୯ ମସିହା ଅକ୍ଟୋବର ୨ ତାରିଖ ରେ ହୋଇଥିଲା । ସତ୍ୟ ଓ ଅହିଂସାକୁ ନେଇ…
Read More...

ICI ବ୍ୟାଙ୍କ୍ ର ଫେଷ୍ଟିଭ ବୋନାଞ୍ଜା : ପ୍ରତେକ୍ ୧୦୦୦ ଟଙ୍କାରେ ଦେବାକୁ ପଡିବ ମାତ୍ର ୨୯ ଟଙ୍କା EMI

ନୂଆଦିଲ୍ଲୀ : ICI ବ୍ୟାଙ୍କ୍ ପାର୍ବଣ ସମୟରେ ନିଜର ଗ୍ରାହକ ମାନଙ୍କ ପାଇଁ ଫେଷ୍ଟିଭ ବନୋଞ୍ଜା ଲଞ୍ଚ କରିବାକୁ ଯାଉଛି । ଏହି କାରଣରୁ ତାର ଗ୍ରାହକ ମାନେ ଖୁବ୍ ଉପକୃତ ହୋଇ ପାରିବେ । ଏହି ଅଫର୍ ଦ୍ଵାରା ଗ୍ରାହକ ମାନେ…
Read More...

ନବରାତ୍ରୀ ରେ ଘରକୁ ଆଣନ୍ତୁ ଏହି ୬ଟି ଜିନିଷ , ଘରକୁ ଆସିବ ସୌଭାଗ୍ୟ ଓ ମିଳିବ ମାଙ୍କ କୃପା

ଶାରଦୀୟ ନବରାତ୍ରୀ ଗୁରୁବାର ଅକ୍ଟୋବର ୭ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି । ମାନ୍ୟତା ଅନୁସାରେ ନବରାତ୍ରୀ ସମୟରେ ମା ଙ୍କ ର ୯ଟି ସ୍ୱରୂପ କୁ ପୂଜା କରାଯାଇଥାଏ । ସବୁ ସ୍ୱରୂପ ର ଗୋଟିଏ ବିଶେଷ ମହତ୍ତ୍ଵ ରହିଛି । ଚଳିତ ଥର…
Read More...