Odisha news

ଆଠଗଡ଼ ରେ ୩୪ ପଞ୍ଚାୟତ ରେ ନାଏବ ସରପଞ୍ଚ ପ୍ରାର୍ଥୀ ନିର୍ବାଚିତ

0

ଆଠଗଡ଼ ତା୧୩/୩/୨୨ ସାରା ରାଜ୍ୟରେ ଚର୍ଚ୍ଚା ରେ ଥିବା ଆଠଗଡ଼ ପଞ୍ଚାୟତ ସମିତି ଏଠାରେ  ଥିବା ୩୪ ପଞ୍ଚାୟତ ରେ ସାମାନ୍ୟ ତମ ଉତୋଜନା ଭିତରେ ନାଏବ ସରପଞ୍ଚ ନିର୍ବାଚିତ ହୋଇଛନ୍ତି, ନାଏବ ସରପଞ୍ଚ ପାଇଁ ବିଭିନ୍ନ ପଞ୍ଚାୟତ ରେ ନିର୍ବାଚିତ ସରପଞ୍ଚ ପାର୍ଥି ମାନେ ନିଜ ସମର୍ଥକ ୱାଡ଼ ମେମ୍ବର ମାନଙ୍କ ମଧ୍ୟରୁ ନାଏବ ସରପଞ୍ଚ ଭାବେ ମତଦାନ ଦେଇ ନିର୍ବାଚିତ କରିଛନ୍ତି, ସେଗୁଡିକ ମଧ୍ୟରୁ କନ୍ଦ ରପୁର ପଞ୍ଚାୟତ ରେ ନିର୍ବାଚିତ ସରପଞ୍ଚ କଲ୍ୟାଣୀ ଖଟୁଆ ଙ୍କ ସମର୍ଥକ ୱାଡ଼ ମେମ୍ବର ମଧ୍ୟରୁ ସର୍ବାଧିକ ଭୋଟ ପାଇଥିବା ୱାଡ଼ ମେମ୍ବର ଭୂବନା ନଦ ରାଉତ ଙ୍କୁ ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି, ସେହି ପରିପ୍ରେକ୍ଷୀରେ ଅନନ୍ତପୁର ପଞ୍ଚାୟତ ରେ ଶଶ୍ମିତା ସାହୁ, ଇଚ୍ଛାପୁର ରେ ସୁଷମା ସାହୁ,ଓରନ୍ଦା ରୁ ରଞ୍ଜିତା ପ୍ରିୟଦର୍ଶିନୀ, ରାଉତ, କଟିକିଆସହିର ପ୍ରମୋଦ କୁମାର ସ୍ୱାଇଁ, କଣ୍ଡରେଇ ର ବଦନୀ ମୁଦୁଲି, କୁମାରପୁରର ଅନିତା ମଲ୍ଲିକ, କୁଲାଇଲୋ ର ଗୋକୁଳ ଚନ୍ଦ୍ର ମହାନ୍ତି, ଖୁଣ୍ଟୁକଟା ରେ ନିବେଦିତା ପ୍ରଧାନ, ଖୁଣ୍ଟୁଣୀ  ସଚରିତା ନାୟକ, ଗୁରୁଡ଼ିଝଟିଆ ର ସୁଶିଲ ପ୍ରସାଦ ଜେନା, ଗୋବରା ବିଶ୍ଵନାଥ ସ୍ୱାଇଁ, ଘନ୍ତିଖାଲ ଦାମୋଦର ବେହେରା , ଛଅଗାଆଁ ଦମୟନ୍ତୀ ରାଉତ , ଜେନପଦା ଦେଶ ପ୍ରମୋଦ କୁମାର ବାରିକ, ଡାଳଭାଗ ସୁକାନ୍ତି ଓଝା, ତରଡିଙ୍ଗ ମିନତି ମାଝୀ, ଦୋରଡ ଅନିଲ କୁମାର ପ୍ରଧାନ , ଧାଇପୁର ବସୁମତୀ ସାହୁ, ଧୁଋଷିଆ ଶକୁନ୍ତଳା ଲେଙ୍କା, ବଡଭୂମି ବନଲତା ପରିଡ଼ା, ବେଣ୍ଟ ପଦା ସୁଭଦ୍ରା ସାହୁ, ଭୋଗରା ନିରୁପମା ଧଳ, ମହାକାଳବସ୍ତ ଅଶୋକ ରାଉଳ , ମଞ୍ଚେଶ୍ୱର୍ ଖନାର୍ ଜୁନ୍ କିସ୍କୁ , ମେଘା ପ୍ରଭାସିନୀ କର, ଯୋରନ୍ଦା ଶରତ କୁମାର ଦାସ , ରାଜନଗର ସୁବାସ ଦାସ , ରଧାକିଶୋରପୁର ଅବନ୍ତି ଖଟୁଆ, ରାଧାକୃଷ୍ଣପୁର ଧକି ନାୟକ, ରଧାଗୋବିନ୍ଦପୁର ସସ୍ମିତା ରାଉତ , ସଠିଲୋ ଅଖିଳ କୁମାର ରାଉତ , ସମଶରପୁର ଟୁନୀ ଗଣ୍ଠିଆ ପ୍ରମୁଖ ନିର୍ବାଚିତ ହୋଇଥିବା ଆଠଗଡ଼ ପଞ୍ଚାୟତ ସମିତି ମଣ୍ଡଳ ଉନ୍ନୟନ ଅଧକାରୀ ଅରୁଣ କୁମାର ଦାସ ପ୍ରକାଶ କରିଥିଲେ , ଗତ କାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚିତ ହେବ ,

Leave A Reply