ଆଠଗଡ : ଆଠଗଡରେ ତ୍ରିସ୍ତରି ପଂଚାୟତ ନିର୍ବାଚନ ମତଦାନ ଗତ ତା 22 3 3022 ରେ ଶେଷ ହୋଇଥିବା ବେଳେ ଆଜି ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଷ୍ଟ୍ରଙ୍ଗ ରୁମରେ ପ୍ରଶାସନର ସୁରକ୍ଷା ବଳୟରେ ଭୋଟର ବାସ୍କ ରହିଥିଲା, ଆଜି ପ୍ରଥମ ଦିନରେ ଆଠଗଡ ବ୍ଲକର 34 ପଞ୍ଚାୟତ1 ଜୋନରେ ଥିବା 10 ଟି ପଞ୍ଚାୟତ, ବଡଭୂଇଁ,ଜେନାପଦା, ଇଚ୍ଛାପୁର, ଖୁଣ୍ଟୁକଟା,ସମସରପୁର, ସଠିଲୋ, ଦୋରଡ଼,କୁଲେଇଲୋ, ତରଡିଙ୍ଗ, ଯୋରନ୍ଦା,କୁ ନେଇ ଜିଲ୍ଲାପରିଷଦ ପାର୍ଥି ଭାବେ ବିଜେଡିରୁ ଅଶାନ୍ତି ବେହେରା, ବିଜେପିରୁ ସନ୍ତୋଶିନୀ ଜେନା, କଂଗ୍ରେସରୁ ମନମୋହିନ ଧଳ ପ୍ରତିଦ୍ବନ୍ଦୀ କରୁଥିଲେ, ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ସନ୍ତୋଷିନୀ ଜେନାଙ୍କୁ ପଛରେ ପକାଇ ବିଜେଡି ପାର୍ଥି ଅଶାନ୍ତି ବେହେରା 8 ରାଉଣ୍ଡ ଶେଷ ସୁଧା 7400 ଭୋଟର ଆଗୁଆ, ଥିବାବେଳେ ଦୁଇ ନମ୍ବର ସ୍ଥାନରେ ବିଜେପି ଏବଂ ତିନି ନମ୍ବର ସ୍ଥାନରେ କଂଗ୍ରେସ, ଏବଂ କୁଲାଇଲୋ ପଞ୍ଚାୟତ ସରପଞ୍ଚ ପାର୍ଥୀନୀ ସୁଜାତା ବେଉରିଆ 205 ଖଣ୍ଡ ଭୋଟରେ ବିଜୟୀ,