ଅସ୍ତରଙ୍ଗ: – ଦିର୍ଘ ଦିନ ପ୍ରତିକ୍ଷାର ଅନ୍ତଘଟାଇ ବୁଧବାର ଦିନ ମାଟ୍ରୀକ ପରିକ୍ଷା ଫଳ ପ୍ରକାଶ ପାଇବା ପରେଛାତ୍ରଛାତ୍ରୀମନରେଉସôାହଉଦ୍ଦିପନା ଦେଖାଦେଇଛି । ଅସ୍ତରଙ୍ଗ ବ୍ଲକ ଅଂଚଳରେ ଶତକଡା ୯୫ ପ୍ରତିଶତ ପାସହାରରହିଥିବାବେଳେ , ଅର୍ତ୍ତତ୍ରାଣ ବିଦ୍ୟାପୀଠବରାଙ୍ଗ ର ଦେବଦତ୍ତ ମହାନ୍ତି ୫୫୫ ମାର୍କରଖିବ୍ଲକଟର୍ପ୍ପରହୋଇଛନ୍ତି ।
ସେହିପରି ଦ୍ୱତୀୟସ୍ଥାନରେ ପାଟଳଦା ହାଇସ୍କୁଲରଛାତ୍ରୀରୁକ୍ମଣି ନାୟକ ୫୪୫ ନମ୍ବର ରଖିଥିବାବେଳେ, ତୃତୀୟସ୍ଥାନରେବେଳାଭୂମୀହାଇସ୍କୁଲରଛାତ୍ରସ୍ୱାଗତ ରଞ୍ଜନ ନାୟକ, ୫୩୨ ନମ୍ବର ରଖିତୃତୀୟସ୍ଥାନ ଅଧିକାର କରିଛନ୍ତି ।ବ୍ଲକ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ତରଫରୁଉକ୍ତଛାତ୍ରଛାତ୍ରୀମାନଙ୍କୁଶୁଭେର୍ଚ୍ଛାଜଣାଯାଇଅଛି ।
