Odisha news

ଆସିକା : ଆଠ ମଦ ବେପାରୀ ଗିରଫ

0
ଆସିକା,୨୯/୩ – ଆସିକା ଥାନା ଇଲାକା ର ମାମୁ ଡିହ,ମଙ୍ଗଳପୁର ଓ ହରିଜନ ସାହି ଚୋରା ମଦ ବିକ୍ରୀ ସ୍ଥଳ ରେ ପୋଲିସ ଚଢାଉ କରିଛି। ଆଠ ବେପାରୀ ଙ୍କ ସହ ପ୍ରାୟ ୧୩୫ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରା ଯାଇ ଥିଲା। ଅଭିଯୁକ୍ତ ମାନଙ୍କୁ  ଆଠ ଟି ପୃଥକ ମାମଲା ରେକରୋନା ଭୂତାଣୁ ସଂକ୍ରମଣ ନିରୋଧ ଆଇନ ସହ ଗିରଫ କରାଯାଇଥିବା ଭାର ପ୍ରାପ୍ତ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।
Ad2
Leave A Reply