Odisha news

ପାରିବାରିକ କଳହ କାରଣରୁ ସଂଧେହ ଜନକ ମୃତୁ୍ୟ : ଘଟଣା ସ୍ୱାମୀ ବାବୁଲି ଜେନା କୋର୍ଟ ଚାଲାଣ

0

ଏରସମା : ଏରସମା ଥାନା ଅନ୍ତର୍ଗତ ଗୋଡା ପଂଚାୟତର ଆଉଁରୀ ବିରକିଶୋରପୁର ଗ୍ରାମର ବାବୁଲି ଜେନାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ପ୍ରଧାନ ପାରିବାରିକ କଳହ କାରଣରୁ ସଂଧେହ ଜନକ ମୃତୁ୍ୟ ଘଟଣାରେ ଆଜି ସ୍ୱାମୀ ବାବୁଲି ଜେନାକୁ କୋର୍ଟ ଚାଲାଣ କରାଯାଇଛି ।ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ଥାନା ସୁତ୍ରରୁ ଜଣାପଡ଼ିଛି ।ା ସୂଚନା ମୂତାବକ କୁଞ୍ଜକୋଠି ଗ୍ରାମର ଲକ୍ଷ୍ମୀପ୍ରିୟା ଗୋଡା ପଂଚାାୟତ ବିରକିଶୋରପୁର ଗ୍ରାମର ବାବୁଲି ଜେନାଙ୍କୁ ବିବାହ କରିଥିଲେ । ସେମାନଙ୍କର ୭ବର୍ଷ ବୟସର ୨ଟି ଜାଆଁଳା ପୁଅ ଅଛନ୍ତି । ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଓ ଅସନ୍ତୋଷ ଲାଗିରହିଥିଲା ।

ଯାହା ଫଳରେ ଲକ୍ଷ୍ମିପ୍ରିୟା ଯାଇ ନିଜବାପାଙ୍କ ପାଖରେ ରହୁଥିଲା । ବାବୁଲି ବାଙ୍ଗାଲୋରରେ ଏକ ଘରୋଇ କାରଖାନାରେ କାମ କରୁଥିଲା । ମାତ ୍ରକରୋନା ପାଇଁ ସେ ଘରକୁ ଆସିବା ପରେ ଯାଇ ଲକ୍ଷ୍ମୀପ୍ରିୟାକୁ ନିଜ ଘରକୁ ଆଣିଥିଲେ । ଘରକୁ ଆଣିବାର ମାତ୍ର ୧୫ଦିନ ପରେ ଲକ୍ଷ୍ମିପ୍ରିୟା ର ମୃତ୍ୟୁ ଏକ ସନ୍ଧହ ଜନକ ସୃଷ୍ଟି କରିଥଲା । କିନ୍ତୁ ଲକ୍ଷ୍ମୀପିୟାର ବାପା ମୋ ଝିଅକୁ ଶାଶୁଘର ଲୋକମାନେ ତଥା ତାର ସ୍ୱାମୀ ଓ ପରିବାର ସଦସ୍ୟମାନେ ମୀଶି ତାକୁ ମାରିଦେଇଛନ୍ତି ବୋଲି ଥାନାରେ ଅଭିଯୋଗ କରିଥିଲେ ।ଅଭିଯୋଗ ପାଇବା ପରେ ଏରସମା ପୁଲିସ ଘଟଣା ସ୍ଥଳରେ ପହଂଚିଞ୍ଚଘଟଣାର ଛାନଭିନ୍ କରିଥବା ସହିତ ମୃତକଙ୍କ ସ୍ୱାମୀ ବାବୁଲି କ ୁଗିରଫ କରବା ସହିତ ଶବକୁ ଜବତ କରିବା ପାଇଁ ପଠାଇଥିଲେ ।

 

Leave A Reply