Odisha news

ଚୀନ ବିରୁଦ୍ଧରେ ଆମେରିକାର ବଡ ପ୍ରସ୍ତୁତି, ସହଯୋଗୀ ଦେଶ ମାନଙ୍କୁ ତ୍ୱରାନ୍ୱିତ ଭାବରେ ଅସ୍ତ୍ର ବିକ୍ରି କରିବ

0

ନୂଆଦିଲ୍ଲୀ : ଚୀନ ରେ ବଢୁଥିବା ବିଭିନ୍ନ ବିଦେଶ ନୀତିକୁ ନେଇ ଉତେଜନା ମଧ୍ୟରେ ଆମେରିକା ନୂଆ ରଣନୀତିକୁ ନେଇ କାର୍ଯ୍ୟ କରିବାକୁ ଯାଉଛି l ୟୁଏସ ନିଜର ସହଯୋଗୀ ଦେଶ ମାନଙ୍କୁ ଅସ୍ତ୍ରଶସ୍ତ୍ର ବିକ୍ରି କରିବାରେ ତୀବ୍ରତା ଆଣିବା ପାଇଁ ନିଷ୍ପତି ନେଇଛି l ମିଳିଥିବା ସୂଚନା ଅନୁସାରେ ଆମେରିକା ନିଜର ସମସ୍ତ ଅସୁବିଧାକୁ ଏଡାଇ ବନ୍ଧୁ ରାଷ୍ଟ୍ର ମାନଙ୍କୁ ଅସ୍ତ୍ର ବିକ୍ରି କରିବାରେ ଦ୍ରୁତ ଗତିରେ ବଢ଼ାଇଦେବ l

ରକ୍ଷା ବିଭାଗ ଦ୍ୱାରା ବିଦେଶରେ ଆମେରିକୀୟ ହତିଆରର ବିକ୍ରୀକୁ ନେଇ ନୂଆ କାର୍ଯ୍ୟପ୍ରଣାଲୀ ଆରମ୍ଭ କରିଛି l ଏହା ବିଶେଷ ଭାବରେ ସେହି ସହଯୋଗୀ ମାନଙ୍କ ପାଇଁ ଯେଉଁମାନେ ୟୁକ୍ରେନ କୁ ସୈନ୍ୟ ଉପକରଣ ଯୋଗାଇବେ l US ନିଜର ୟୁରୋପୀୟ ସହଯୋଗୀ ମାନଙ୍କ ସହିତ ଚୁକ୍ତି କରିଛି କି ସେମାନଙ୍କ ସ୍ଟକ କୁ ସେ ଭରିଦେବ l ଆମେରିକାର ଡିଫେନ୍ସ ଇଣ୍ଡଷ୍ଟ୍ରି ନିଜେ ବେକଲଗ ସାମ୍ନା କରୁଛି l

ଡିଫେନ୍ସ ଡିପାର୍ଟମେଣ୍ଟ ସୂଚନା ଅନୁସାରେ ବର୍ଷକୁ ମାତ୍ର ଥରଟିଏ ଆମେରିକାର ଅସ୍ତ୍ର ବିକ୍ରୀକୁ ନେଇ ଗୋଟିଏ କାର୍ଯ୍ୟ ଆରମ୍ଭ କରିଛି l ଏହା ବିଶେଷ ଭାବରେ ସେହି ସହଯୋଗୀ ମାନଙ୍କ ପାଇଁ, ଯେଉଁମାନେ ୟୁକ୍ରେନ କୁ ସୈନ୍ୟ ଉପକରଣ ଯୋଗାଇଛନ୍ତି l US ନିଜର ୟୁରୋପୀୟ ସହଯୋଗୀ ମାନଙ୍କ ସହିତ ଚୁକ୍ତି କରିଛି,ଯେ ସେ ତାଙ୍କର ସ୍ଟକ କୁ ପୁନର୍ବାର ପୁର୍ଣ କରିବ l କିନ୍ତୁ ଆମେରିକାର ଡିଫେନ୍ସ ଇଣ୍ଡଷ୍ଟ୍ରି ନିଜେ ବେକଲୋଗ ଅସୁବିଧାର ସମୁଖୀନ କରୁଛି l

Nalco
Leave A Reply