ଆମ ଦୁନିଆ ବ୍ୟତୀତ ମଧ୍ୟ ଅନ୍ୟ ଗୋଟିଏ ଦୁନିଆ ରହିଛି ବୋଲି ପୂର୍ବରୁ ବୈଜ୍ଞାନିକଙ୍କ ନିକଟରୁ ଶୁଣି ସାରିଚୁ, ଯେତେବେଳେ କୌଣସି ଅନ୍ୟ ଦୁନିଆର ଲୋକେ ପୃଥିବୀ ପୃଷ୍ଠକୁ ଆସିଥାଆନ୍ତି ସେତେବେଳେ ପୃଥିବୀ ପୃଷ୍ଠ ର ବଡ଼ ଧ୍ବଂସ କରିଦେଇଥାନ୍ତି l କିନ୍ତୁ ବର୍ତମାନ ପର୍ଯ୍ୟନ୍ତ କୌଣସି ପ୍ରମାଣ ହସ୍ତଗତ ହୋଇନାହିଁ l ଆମେରିକାର ଅନେକ ବୈଜ୍ଞାନିକ ଓ ରିସରସହର ଙ୍କ ମତରେ ଯୁଏଫଓ ଓ ଏଲିଆନ୍ସ ଙ୍କ ଆଲୋଚନା କରିଛନ୍ତି l ବର୍ତମାନ ଗୋଟିଏ ଗୁଇନ୍ଦା ସୂଚନା ଅନୁସାରେ କୁହାଯାଇଛି ଯେ ଏଲିଆନ୍ସ ମାନେ ଗୋଟିଏ ଝଟକା ରେ ସୈନିକ ମାନଙ୍କୁ ପଥର କରିଦେଇଛି l
କଣ ସ୍ତରରେ ଏଲିଆନ୍ସ ଦୁନିଆରେ ଅଛନ୍ତି –
ଏଲିଆନ୍ସ ଙ୍କୁ ନେଇ ବର୍ତମାନ ପର୍ଯ୍ୟନ୍ତ ହଉନସି ପ୍ରମାଣ ମିଳି ନାହିଁ, କିନ୍ତୁ ଏକ୍ସପର୍ଟ ଙ୍କ ମତରେ ଅନ୍ୟ ଗୋଟିଏ ଦୁନିଆ ନିହାତି ରହିଛି, ସେଥିପାଇଁ ଅନେକ ବର୍ଷରୁ ଚେଷ୍ଟା ମଧ୍ୟ ଜାରି ରହିଛି, ଏବଂ ଅନ୍ତରୀକ୍ଷ କୁ ଅନେକ ସାଉଣ୍ଡ ମଧ୍ୟ ପଠାଯାଇଛି l ଏବଂ ଅନ୍ୟ ଗୋଟିଏ ଦୁନିଆ ରହିଛି ବୋଲି ଆମର ବିଶ୍ୱାସ ରହିଛି, ଏଲିଅନଶ ଙ୍କୁ ନେଇ ଆମେରିକା ଏଜେନ୍ସି ଓ ଅନେକ ସଂସ୍ଥା ପକ୍ଷରୁ ରିପୋର୍ଟ ମିଳିଛି, ହେଉଁଥିରେ ସେମାନେ ପୃଥିବୀ ପୃଷ୍ଠକୁ ଯିବା ଆସିବା କରୁଥିବାର ପ୍ରମାଣ ମଧ୍ୟ ମିଳିଛି l
CIA ର ରିପୋର୍ଟ ଅନୁସାରେ ଦାବି ହୋଇଛି ଯେ ଶୀତଳ ଯୁଦ୍ଧ ସମୟ ରେ ୨୩ ଜଣ ସୈନିକ ଅଚାନକ ଗୋଟିଏ ଯୁଏଫଓ ରେ ଦେଖାଦେଇଥିଲେ, ଏବଂ ଏହାପରେ ସେମାନେ ଆକ୍ରମଣ କରିଥିଲେ, ଆକ୍ରମଣ ପରେ ସେମାନେ ଏହି ଜାହାଜ ରୁ କିଛି ଜିନିଷ ନେଇଯାଇଥିଲେ ଓ ସୈନିକ ମାନଙ୍କୁ ପଥର କରିଦେଇଥିଲେ, ଏହି ଆକ୍ରମଣ ରେ ୨ଟି ଯବାନ ବଞ୍ଚିଯାଇଥିଲେ ଯେଉଁମାନେ କି ଏହି ଘଟଣା ବିଷୟରେ କହିଥିଲେ l