Odisha news

ଶୁଭ ସକାଳ

0
ଫୁଲ ଚନ୍ଦନରେ ମା ଚରଣ ସଜା
        ଜଗତ ଜନନୀ ମା ବିରଜା
ଯାଜପୁର ରେ ଦେବୀ  ହରଷ ଭରେ
    ପାପି ତାପି ଙ୍କ ଦୁଃଖ ନିବାରେ ।  ..
ଲୁହ ଗଢୁ ଥିବା ଏ ମୁହଁରେ  ହସ
    ମିଳିଗଲେ ମା ଶୁଭ ଆଶିଷ
ଭାଇ ଭକତି ଭରେ ପୂଜିବା ଆସ
ହେବନି କେବେ ତୁମେ ନିରାଶ    ।..
 ଏ ଶରଧା ରାଜୁରେ ବାନ୍ଧି ତୋ ମନ
      ଅଜାଡ଼ି ଦେବ ଶାନ୍ତି ର ଧନ
 ଏ ସମାଜ ସେବା ରେ ଲାଗିଲେ  ମନ
     ସୁଖେ କଟିବ ତୁମରି ଦିନ  ।  ..
         *****   ଅକ୍ଷୟ  ପଣ୍ଡା
Leave A Reply