Odisha news

ଆପଣ କାର ଚଳାଉଛନ୍ତି କି ? ସାବଧାନ ଏହି ୭ଟି ଦିଗକୁ ଧ୍ୟାନ ଦିୟନ୍ତୁ , ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି

0

ସମସ୍ତଙ୍କୁ କାର ଚଳେଇ ବାକୁ ଭଲଲାଗେ କିନ୍ତୁ ଏମିତି କେତୋଟି ଜିନିଷ ଅଛି ଯାହା ଆପଣଙ୍କୁ ବହୁତ ଧ୍ୟାନର ସହିତ ଜାଣିବା ଦରକାରକାର  ଚଳାଇବା ସମୟରେ ଏହି ଦଶଟି ଜିନିଷକୁ ନିଶ୍ଚୟ ଧ୍ୟାନ ଦିଅନ୍ତୁ l

  1. କାର ବିଷୟରେ ଆପଣଙ୍କୁ ସମସ୍ତ ବିଷୟ ଜଣାଥିବା ଦରକାର :

ଯେଉଁ କାର ଆପଣ ଚଳାଉଛନ୍ତି ସେ କାର ବିଷୟରେ ସମସ୍ତ ଜ୍ଞାନ ଥିବା ଦରକାର l କାରର ଗିଅର , କ୍ଲଚ ବ୍ରେକ ବିଷୟରେ ସମ୍ପୂର୍ଣ ଜ୍ଞାନ ଥିବା ଦରକାର l କାର ସିଖୁ ଥିବାବେଳେ ଆପଣଙ୍କୁ କାରକୁ ଆସ୍ତେ ଚଳାଇବା ଦରକାର ଆସ୍ତେ ଆସ୍ତେ କ୍ଲସ ଚାପି ଗିଅର ପକାନ୍ତୁ l

  1. କାରରେ ଠିକ ଭାବରେ ବସନ୍ତୁ :

କାର ଚଳାଇବା ସମୟରେ କାରରେ ବସିବା ପୋଜିସନ ଠିକ ହବା ଦରକାରବସିବା ପୋଜିସନ ଏମିତି ହବା ଦରକାର ଯାହାଦ୍ୱାରା ଆପଣଙ୍କ ପିଠି , ଆଣ୍ଠୁ କାନ୍ଧରେ ବେଶୀ କଷ୍ଟ ନହେବ l କାର ଚଳାଇବା ସମୟରେ ବ୍ରେକ ଉପରେ ବିଶେଷ ଧ୍ୟାନ ଦେବା ଦରକାର l

  1. ରାସ୍ତାରେ ପୁରା ଧ୍ୟାନର ସହିତ ଗାଡି ଚାଲନ୍ତୁ l

ରାସ୍ତାରେ ଧୀରେ ଗାଡି ଚାଲନ୍ତୁ l ଗାଡି ଚଳାଇବ ସମୟରେ ମିରର ସାଇଡ ମୀରରକୁ ଠିକ୍ ସେ ଦେଖନ୍ତୁ l ଯେଉଁଠାରେ ବେଶୀ ଭିଡଥିବା ଟ୍ରାଫିକ ଭିଡଥିବ କାରକୁ ଆସ୍ତେ ଚାଲନ୍ତୁ l

4.ଗାଡି ଚଳାଇବା ସମୟରେ ଷ୍ଟିୟାରିଂକୁ ଭଲଭାବରେ ଧରନ୍ତୁ ଷ୍ଟିୟାରିଂକୁ ପୁରା ନିଜ ନିୟନ୍ତ୍ରଣରେ ରଖନ୍ତୁଷ୍ଟିୟାରିଂର ପୋଜିସନ x ରେ ଷ୍ଟିୟାରିଂର ପୋଜିସନ ସବୁବେଳେ ରହିବ ଦରକାର l ଗିଅର ପକେଇଲା ପରେ ସାଙ୍ଗେ ସାଙ୍ଗେ ଷ୍ଟିୟାରିଂ ଉପରକୁ ହାତ ଆଣନ୍ତୁ l

5.ଗାଡି ଚଳାଇବା ସମୟରେ ଆଗରେ ଯାଉଥିବା ଗାଡ଼ିଠୁ ଦୂରତ୍ୱ ରକ୍ଷା କରନ୍ତୁ l

6.ସବୁବେଳେ ଖାଲିଟାରେ ଗାଡିର ହର୍ନ ବଜନ୍ତୁ ନାହିଁ l ହର୍ନ ବଜେଇଲେ ସାମ୍ନା ଗାଡି ସାଇଡ ଗାଡି ସତର୍କ ହୋଇଯିବେ ଭାବିବେ ତାଙ୍କୁ ପଛ ଗାଡି କିଛି ସଂକେତ ଦଉଚି l

7 ଗାଡି ଚଳାଇବା ସମୟରେ ଥଣ୍ଡା ମୁଣ୍ଡରେ ଗାଡି ଚାଲନ୍ତୁ ନଚେତ ଆପଣଙ୍କର ଛୋଟ ଭୁଲ ଅନ୍ୟର ଜୀବନ ନେଇପାରେ l

Leave A Reply