Odisha news

9ଫୁଟ ଫୁଟର ଅଜଗର ସାପ ଉଦ୍ଧାର

0
ରମ୍ଭା:  ରମ୍ଭା ସହର ସ୍ଥିତ ବଙ୍ଗଳା ସାହି ପୋଖରୀ ହୁଡ଼ା ରୁ ଜଳସେବନ ପାଇଁ ଆସିଥିବା ଏକ 9 ଫୁଟ ଲମ୍ବ,12କିଲୋ ଓଜନ ର ଏକ ଅଜଗର ସର୍ପ ଉଦ୍ଧାର ହୋଇଛି। ବିରାଟ ସାପ ଟି ରହିଥିବା
 ସ୍ନେକ ହେଲ୍ପ ଲାଇନ କୁ ଖବର ଦିଆ ଯାଇଥିଲା।ସ୍ନେକ ହେଲ୍ପ ଲାଇନ ରୁ ନିରାକାର ବେହେରା ପହଞ୍ଚି ଉକ୍ତ ସାପଟିକୁ ଉଦ୍ଧାର କରି ସ୍ଥାନୀୟ ବନ୍ୟପ୍ରାଣୀ ବିଭାଗର ଫରେଷ୍ଟ ଗାର୍ଡ ଗୌରାଙ୍ଗ ପ୍ରଧାନ,ଡି ଇ ଓ ସିବାସ ବେହେରା,ୱାଚର ଦେବାଶିଷ ବେହେରା ସହଯୋଗରେ ଫରେଷ୍ଟ ରେଞ୍ଜର ରଶ୍ମିତା  ଜେନା ଙ୍କ ନିର୍ଦେଶକ୍ରମେ ସାନ ଘାଟି  ଜଙ୍ଗଲରେ ଛଡା ଯାଇଥିଲା। ସାପଟିକୁ ଦେଖିବାପାଇଁ ପ୍ରବଳ ଭିଡ ଜମିଥିଲା।
Leave A Reply