Odisha news

ଓଡ଼ିଶା ସରକାର ରଗ୍‌ବୀ ଇଣ୍ଡିଆ ପ୍ରାୟୋଜକ

0

ଭୁବନେଶ୍ୱର,୧୩ା୧୦ : ହକି ଆୟୋଜକରୁ ପ୍ରାୟୋଜକ ସାଜିଥିବା ଓଡ଼ିଶା କ୍ରୀଡା ଇତିହାସରେ ମଙ୍ଗଳବାର ଆଉ ଏକ ଅଧ୍ୟାୟ ଯୋଡି ହୋଇଛି । ଆଗାମୀ ୩ ବର୍ଷ ପାଇଁ ଓଡ଼ିଶା ସରକାର ଭାରତୀୟ ରଗ୍‌ବୀ ଦଳର ପ୍ରାୟୋଜକ ସାଜିଛନ୍ତି । ଆଗାମୀ ୨୦୨୩ ପର୍ଯ୍ୟନ୍ତ ଓଡ଼ିଶା ସରକାର ଏବଂ ଭାରତୀୟ ରଗବୀ ଫୁଟବଲ ୟୁନିୟନ(ଆଇଆରଏଫୟୁ) ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି । ଚୁକ୍ତି ଅନୁଯାୟୀ ଭାରତୀୟ ରଗବୀ ଦଳର ଖେଳାଳିମାନଙ୍କ ପାଇଁ ହାଇପରଫରମାନ୍ସ ପ୍ରଶିକ୍ଷଣ ନିମନ୍ତେ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ ।

Leave A Reply