ନେମାଳ ୧୬.୯(ସବୁ୍ୟ) : ଆଜି ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଓରିକଂଟାସ୍ଥିତ ବିଦୁ୍ୟତ ସେକ୍ସନ୍ କାର୍ଯ୍ୟାଳୟରେ କୋଭିଡ୍ ନିୟମ ଅନୁଯାୟୀ ବିଶ୍ୱକର୍ମାଙ୍କର ପୂଜାର୍ଚ୍ଚନା କରାଯାଇଛି । ପ୍ରତୁ୍ୟଷରୁ ପୂଣ୍ୟତ୍ପୟା ଚିତ୍ରୋତ୍ପଳା ନଦୀରୁ କଳସୀରେ ଜଳଉତ୍ତୋଳନ କରାଯାଇ ପୂଜା ମଣ୍ଡପରେ ଅଧିଷ୍ଠିତ ହେବା ପରେ ପଣ୍ଡିତ ଏଥିରେ ପଣ୍ଡିତ ସୂଚିତ୍ରାନନ୍ଦ ଦାଶଙ୍କ ପୂଜାର୍ଚ୍ଚନାରେ ପ୍ରଭୁଙ୍କର ଚକ୍ଷୁଦାନ, ଘୃତାହୃତୀ, ପୂଜାପାଠ ଆଦି କରାଯାଇଥିଲା ।
ପ୍ରଦୀପ୍ତ କୁମାର ଜେନା, ସହକାରୀ ଯନ୍ତ୍ରୀ ମାନସ ରଂଜନ ମହାନ୍ତି,କନିଷ୍ଠ ଯନ୍ତ୍ରୀ ଦିଗାମ୍ବର ମଲ୍ଲ, କର୍ମଚାରୀ ସଂଗ୍ରାମ କେଶରୀ ମହାନ୍ତି, ପ୍ରହଲ୍ଲଦ ରାଉତ, ରାମଚନ୍ଦ୍ର ସାହୁ, ଜ୍ଞାନରଂଜନ ବେହେରା , ଅଶୋକ କୁମାର ମିଶ୍ର, ସଚ୍ଚିଦାନନ୍ଦ ନାୟକ,ଦୁର୍ଯ୍ୟୋଧନ ସ୍ୱାଇଁ , ଶୁଭକାନ୍ତ ରାଉତ ,କାହ୍ନୁ ଦାସ, ନିଗମ ଆଶିଷ ସାହୁ, ଗଗନ ବିହାରୀ ଜେନା, ସର୍ବେଶ୍ୱର ମହାନ୍ତି, ପରିକ୍ଷୀତ ପ୍ରଧାନ, କୁନା ଲେଙ୍କା, ସୁବ୍ରତ ଭୂୟାଁ, କୈଳାସ ଚନ୍ଦ୍ର ବଳ, ଟୁକୁନା ପରିଡା, ଗୋବିନ୍ଦ ଚନ୍ଦ୍ର ଦାସ, ଦେବାଶିଷ ବାରିକ, ମାନସ ରଂଜନ ନାୟକ, ମହିମାନନ୍ଦ ପରିଡା, ଗିରୀଜା ପ୍ରସନ ମହାନ୍ତି, ରୁଦ୍ର ପ୍ରସାଦ ହୋତା, ପ୍ରମୁଖ ଉପସ୍ଥିତ ହୋଇଥିଲେ ।