Odisha news

କେଦାରନାଥ ଧାମରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

0

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେଦାରନାଥ ଧାମରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ମଧ୍ୟରେ କେଦାରନାଥ ଧାମର ଭିତ୍ତିଭୂମିର ବିକାଶ ଅନ୍ତର୍ଭୁକ୍ତ ।

ଏହା ଫଳରେ ସେଠାକୁ ଅଧିକରୁ ଅଧିକ ତୀର୍ଥଯାତ୍ରୀ ପରିଦର୍ଶନରେ ଯାଇପାରିବେ । ତୀର୍ଥଯାତ୍ରୀଙ୍କୁ ସୁହାଇଲାଭଳି ପରିବେଶଧର୍ମୀ ସୁବିଧା ସୃଷ୍ଟି କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି । କେଦାରନାଥ ଏବଂ ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ ଅତ୍ୟାଧୁନିକ

Leave A Reply