Odisha news

ସ୍କୁଲ ଫି ଛାଡ ପାଇଁ କଂଗ୍ରେସର ଦାବି

0

ଭୁୁବନେଶ୍ୱର , ୦୨ ସେପ୍ଟେମ୍ବର : କରୋନା ବିପତି ସମୟରେ ସ୍କୁଲରେ ଶିକ୍ଷାଦାନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବା ଯୋଗୁଁ ଗଣଶିକ୍ଷା ବିଭାଗ ଏ ବର୍ଷ ସିଲାବସ୍‌ରେ ୩୦ ପ୍ରତିଶତ ପାଠ୍ୟକ୍ରମ କମ୍ କରିଛନ୍ତି । କରୋନା ବିପତି ଯୋଗୁଁ ଅଭିଭାବକମାନଙ୍କର ରୋଜଗାର ମଧ୍ୟ ଅନେକାଂଶରେ ବାଧାପ୍ରାପ୍ତ ହୋଇଛି । ତେଣୁ ଏ ବର୍ଷ ସ୍କୁଲ ଫିସ୍ ବାବଦରେ ଅତିକମ୍‌ରେ ୩୦ ପ୍ରତିଶତ ଛାଡ କରାଯାଉ ଏବଂ ଏହାକୁ ରାଜ୍ୟ ସରକାର ନିଜ ପାଣ୍ଠିରୁ ଭରଣା କରନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

Leave A Reply