Odisha news

ବାରିପଦା ଷ୍ଟେସନରୋଡ ବଣିକସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫପାଣ୍ଠିକୁ ଦାନ

0

ବାରିପଦା : ବାରିପଦା ଷ୍ଟେସନରୋଡ ବଣିକସଂଘ ପକ୍ଷରୁ କୋଭିଡ୍ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫପାଣ୍ଠିକୁ ୫୧ହଜାରଟଙ୍କା ଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଭାପତି ଜୟନ୍ତ କୁମାର ମହାନ୍ତି ଏବଂ ସାଧାରଣସମ୍ପାଦକ ରାଜା ମିଶ୍ରଙ୍କ ସହ ସଂଘର ଅନ୍ୟ କାର୍ଯ୍ୟକର୍ତ୍ତା ସଞ୍ଜୟ କୁମାର ରାମ୍, ପ୍ରତାପ ରାଉତରାୟ୍, ପ୍ରମୋଦ କୁମାର ସାହା, ବିନୋଦ କୁମାର ମହାନ୍ତି, ବିଜୟ କୁମାର ମହାନ୍ତି, ରତୁଲ କୁମାର ଦୁବେ୍, ପ୍ରିତମ୍ ନାୟକ,  ଗୋବିନ୍ଦ ବେହେରା, ସଞ୍ଜୟ କୁମାର ନାୟକ ଏବଂ ନାରାୟଣ ରାଉତ ପ୍ରମୁଖ ଉପସ୍ଥିତ ରହି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋଭିଡ୍ ପରିଚାଳନା ଦାୟିତ୍ୱରେ ଥିବା ଡେପୁଟି କଲେକ୍ଟର ସୁଜୟ କୁମାର ପତିଙ୍କୁ ଚେକ ଆକାରେ ଏହି ରାଶି ପ୍ରଦାନ କରିଛନ୍ତି ।

Leave A Reply