Odisha news

ପୂର୍ବତନ ସଟ୍‌ପୁଟ୍‌ ପଦକ ବିଜେତା ଗିରଫ

0

ୱାଶିଂଟନ, ୨୬ା୮ (ଏଜେନ୍ସି) : ଏସିଆନ୍‌ ଚାମ୍ପିଅନ୍‌ସିପ୍‌ ସଟପୁଟ୍‌ ବର୍ଗରେ ପଦକ ଜିତିଥିବା ପୂର୍ବତନ ଆଥ୍‌ଲେଟ୍‌ ଇକ୍‌ବାଲ୍‌ ସିଂଙ୍କୁ ୟୁଏସ୍‌ରେ ଗିରଫ କରାଯାଇଛି । ପନିୀ ଓ ମା’ଙ୍କୁ ହତ୍ୟା କରିଥିବା ସେ ନିଜେ ସ୍ୱୀକାର କରିଛନ୍ତି । ଏନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ୬୨ ବର୍ଷୀୟ ଇକ୍‌ବାଲ୍‌ ସିଂ ପେନ୍‌ସିଲ୍‌ଭାନିଆର ଦିଲାୱିରାରେ ପରିବାର ସହ ରହୁଛନ୍ତି । ରବିବାର ସକାଳୁ ସ୍ଥାନୀୟ ପୋଲିସ ତାଙ୍କୁ ଗିରଫ କରିଥିଲା । ସେ ପନିୀ ଓ ମା’ଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି । ଏନେଇ ଫିଲାଡେଲ୍‌ଫିଆର ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply