Odisha news

ଧର୍ମଶାଳା ବ୍ଲକ ଅଂଚଳରେ ଆଜି ସକାଳ ଛଅଟା ସୁଦ୍ଧା ସର୍ବାଧିକ ୩୭ ଜଣ ପଜେଟିଭ ଚିହ୍ନଟ

0

ଧର୍ମଶାଳା : ରାଜ୍ୟରେ କୋଭିଟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଧର୍ମଶାଳା ବ୍ଲକ ଅଂଚଳରେ ଏହି ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଆଜି ଧର୍ମଶାଳା ବ୍ଲକର ବିଭିନ୍ନ ଅଂଚଳରୁ ୩୭ ଜଣ ପଜେଟିଭ ଚିହ୍ନଟ ହୋଇଥିବା ସରକାରୀ ସୁତ୍ରରୁ ଜଣାପଡିଛି ।

ଜିଲ୍ଲାରେ ଆଣ୍ଟିଜେନ ଟେଷ୍ଟକୁ ବ୍ୟାପକ କରାଯାଇଥିବାରୁ ପଜେଟିଭ ସଂଖୟା ବୃଦ୍ଧି ପାଉଥିବା ଜଣାଯାଇଛି । ଟେଷ୍ଟ ବ୍ୟାପକ କରାଯାଉଥିବାରୁ ପଜେଟିଭ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଥିରେ ବିଚଳିତ ନହେବା ଲାଗି ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା କହିଛନ୍ତି ।

Leave A Reply