ପାଣିକୋଇଲି : କୋରାଇ ବ୍ଲକ ଅନ୍ତର୍ଗତ ମୂଳାପାଳ ସ୍ଥିତ ଲିଙ୍ଗେଶ୍ୱର ଉନ୍ନୟନ କମିଟିର ବାର୍ଷିକ କର୍ମକତା ଚୟନ କରାଯାଇଛି । ଚଳିତ ବର୍ଷ ଲିଙ୍ଗେଶ୍ୱର ଉନ୍ନୟନ କମିଟିର ସଭାପତି ଭାବେ ଦୈତାରୀ ଧଳ, ଉପସଭାପତି ରାଜ କିଶୋର ମଲ୍ଲିକ, ସମ୍ପାଦକ ନିତ୍ୟାନନ୍ଦ ପରିଡା, ସହ ସମ୍ପାଦକ ମଦନ ମୋହନ ମାଝୀ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଓ କମିଟିର ସଦସ୍ୟ ଭାବେ ଦାମୋଦର ଧଳ, ବୃନ୍ଦାବନ ସାହୁ, ବାସୁଦେବ ପରିଡା, ଗଦାଧର ଧଳ, ପ୍ରମୋଦ କୁମାର ସାହୁ, ଶରତ ଚନ୍ଦ୍ର ଧଳ, ବିଷ୍ଣୁ ଚରଣ ଧଳ, ପ୍ରତାପ ଚନ୍ଦ୍ର ଧଳ, ନିକୁଂଜ ବିହାରୀ ସାହୁ, ସନ୍ତୋଷ ଧଳ, ଗୋଲକ ଚନ୍ଦ୍ର ମାଝୀ, ଦିଲ୍ଲିପ କୁମାର ଧଳ, ସଦାନନ୍ଦ ସାମଲ, ଆନନ୍ଦ ଚନ୍ଦ୍ର ପାଳ, ବନମାଳୀ ଦାସ, ନିରଂଜନ ପାଣିଗ୍ରାହୀ, ଭଗବାନ ସାହୁ, ଶଙ୍ର୍କଷଣ ପରିଡା, ବିଷ୍ଣୁ ଧଳ, ମାନସ ରଂଜନ ଧଳ, ଅଶୋକ କୁମାର ସାହୁ, କୈଳାସ ଚନ୍ଦ୍ର ସାହୁ, ଭବ ରଂଜନ ଧଳ, ତାପସ ରଂଜନ ଧଳ, ଅନିରୁଦ୍ଧ ସେଠୀ, ରମେଶ ସାହୁ, ନାଣ୍ଡୁ ମଳିକ, ଅକ୍ଷୟ ଧଳ ପ୍ରମୁଖ ମନୋନୀତ ହୋଇଛନ୍ତି