ପଟ୍ଟାମୁଣ୍ଡାଇ ତା୨୨.୮- ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବିଶୁନପୁର ଗ୍ରାମର ଜନୈକା ଯୁବତୀକୁ ସେହି ଗ୍ରାମର ଜନୈକ ୫୫ବର୍ଷର ବୃଦ୍ଧ ବି. ମଳିକ ଘରୋଇ ସଂପର୍କକୁ ଆଧାର କରି ଯୁବତୀଙ୍କ ମାଙ୍କ ଅନୁପସ୍ଥିତିରେ ବଳପୂର୍ବକ ବାରମ୍ବାର ଶାରିରୀକ ସଂପର୍କ ରଖିବା ଫଳରେ ସଂପୃକ୍ତା ଯୁବତୀ ୭ ମାସର ଗର୍ଭବତୀ ହୋଇଥିବା ନେଇ ଯୁବତୀ ଜଣକ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଚଂଳରେ ଚାଂଚଲ୍ୟ ସୃଷ୍ଟି କରିଛି ।