Odisha news

ସିମ୍ପାଞ୍ଜିମାନେ ୯୭% ମଣିଷ !

0

ଏକ ସିମ୍ପାଞ୍ଜି ପୋଖରୀରେ ମାଛମାନଙ୍କୁ ଖାଦ୍ୟ ଖୁଆଉଥିବାର ଭିଡିଓ ଆସିଛି। ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ଏହି ୧୪ ସେକେଣ୍ଡର ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି ଯେଉଁଥିରେ ଦେଖିବାକୁ ମିଳିଛି ସିମ୍ପାଞ୍ଜି କାଠ ପୋଲ ଉପରେ ବସି ମାଛମାନଙ୍କ ପାଇଁ ଖାଦ୍ୟ ପକାଉଛି । ସେ କ୍ୟା«ନ୍‌ ଲେଖିଛନ୍ତି, ‘ସିମ୍ପାଞ୍ଜିମାନେ ୯୭% ମଣିଷ । ଷ୍ଟ୍ରେସ୍‌ କମ୍‌ କରିବାର ଏକ ଉତ୍ତମ ବିକଳ୍ପ ମାଛକୁ ଖାଇବାକୁ ଦେବା । ନିଜ କ୍ଷେତ୍ରରେ ପୟୋଗ କରନ୍ତୁ ।’ ଏହି ଭିଡିଓକୁ ଘଣ୍ଟାଏ ମଧ୍ୟରେ ୧୭୦୦ରୁ ଅଧିକ ଥର ଦେଖାଯାଇଛି ।

Leave A Reply