ଭାରତର କ୍ରିକେଟ କ୍ୟାଲେଣ୍ଡର ୨୦୨୬ ର ସମ୍ପୂର୍ଣ ସିଡ୍ୟୁଲ –
* ଜାନୁଆରୀ ୨୦୨୬ – ନିୟୁଜିଲ୍ୟାଣ୍ଡ ର ଭାରତ ଗସ୍ତ –
– ଜାନୁଆରୀ ୧୧ – ଭାରତ ବନାମ ନିୟୁଜିଲ୍ୟାଣ୍ଡ – ପ୍ରଥମ ଏକଦିବସୀୟ – ବଡୋଡରା
– ୧୪ ଜାନୁଆରୀ – ଦ୍ଵିତୀୟ ଏକଦିବସୀୟ – ରାଜକୋଟ
– ଜାନୁଆରୀ ୧୮ – ତୃତୀୟ ଏକଦିବସୀୟ – ଇନ୍ଦୋର
* ଜାନୁଆରୀ ଟି 20 ସିରିଜ –
– ୨୧ ଜାନୁଆରୀ -ପ୍ରଥମ ଟି 20 ସିରିଜ – ନାଗପୁର
– – ୨୩ ଜାନୁଆରୀ ଦ୍ଵିତୀୟ ଟି 20 ସିରିଜ – ରାୟପୁର
– ୨୫ ଜାନୁଆରୀ ତୃତୀୟ ଟି 20 – ଗୌହାଟୀ
– ୨୮ ଜାନୁଆରୀ = ଚତୁର୍ଥ ଟି 20 – ବିଶାଖାପାଟନମ
– ୩୧ ଜାନୁଆରୀ – ପଞ୍ଚମ ଟି 20 – ତିରୁବନ୍ତପୁରମ
ଫେବୁଆରି ରୁ ମାର୍ଚ୍ଚ ୨୦୨୬ – ଟି 20 ୱାର୍ଲଡ କପ – ଭାରତ ଓ ଶ୍ରୀଲଙ୍କା ରେ ଅନୁଷ୍ଠିତ ହେବ –
– ଫେବୁଆରି ସତ – ଭାରତ ବନାମ USA – ମୁମ୍ବାଇ
– ୧୨ ଫେବୁଆରି – ଭାରତ ବନାମ ନିମିବିଆ – ଦିଲ୍ଲୀ
– ୧୫ ଫେବୁଆରି -ଭାରତ ବନାମ ପାକିସ୍ତାନ -କଲମ୍ବ
– ୧୮ ଫେବୁଆରି – ଭାରତ ବନାମ ନେଦରଲ୍ୟାଣ୍ଡ – ଅହମଦାବାଦ
ନକଆଉଟ ମ୍ୟାଚ –
– ୨୧ ଫେବୁଆରି ରୁ ମାର୍ଚ୍ଚ ୧ – ସୁପର ୮ ମୁକାବିଲା
– ମାର୍ଚ୍ଚ ୫ – ସେମିଫାଇନାଲ – ମୁମ୍ବାଇ
– ମାର୍ଚ୍ଚ ୮ ଫାଇନାଲ – ଅହମଦାବାଦ
ମାର୍ଚ୍ଚ-ମଇ ୨୦୨୬ – IPL ୨୦୨୬
– ୨୬ ମାର୍ଚ୍ଚ ରୁ ୩୧ ମଇ ପର୍ଯ୍ୟନ୍ତ ଇଣ୍ଡିଆନ ପ୍ରିମିଅର ଲିଗ
ଜୁନ ୨୦୨୬ – ଆଫଗାନିସ୍ଥାନ ର ଭାରତ ଗସ୍ତ
– – ୩ଟି ଏକଦିବସୀୟ
– ୧ ଟେଷ୍ଟ ମ୍ୟାଚ ଖେଳାଯିବ
ଜୁଲାଇ ୨୦୨୬ – ଭାରତ ଇଂଲଣ୍ଡ ଗସ୍ତ
– ୧ ଜୁଲାଇ – ପ୍ରଥମ ଟି 20 – ଚେଷ୍ଟାର ଲେ- ଷ୍ଟ୍ରିଟ
– ଜୁଲାଇ ୪ ଦ୍ଵିତୀୟ ଟି 20 – ମଂଚେଷ୍ଟାର
– ୭ ଜୁଲାଇ – ତୃତୀୟ ଟି 20 – ନୋଟିଙ୍ଗହାମ
– ଜୁଲାଇ ୯ – ଚତୁର୍ଥ ଟି 20 – ବ୍ରୀଷ୍ଟଲ
– ୧୧ ଜୁଲାଇ ପଞ୍ଚମ ଟି 20 – ସାଉଥମ୍ପଟନ
ଏକଦିବସୀୟ ସିରିଜ –
– ଜୁଲାଇ ୧୪ – ପ୍ରଥମ ଏକଦିବସୀୟ – ବର୍ମିଙ୍ଗହମ
– ୧୬ ଜୁଲାଇ – ଦ୍ଵିତୀୟ ଏକ ଦିବସୀୟ – କାର୍ଡିଫ
– ୧୯ ଜୁଲାଇ – ତୃତୀୟ ଏକଦିବସୀୟ – ଲର୍ଡସ
* ଅଗଷ୍ଟ ୨୦୨୬ –
– ଭାରତ ଓ ଶ୍ରୀଲଙ୍କା ଗସ୍ତ – ୨ ଟେଷ୍ଟ
* ସେପ୍ଟେମ୍ବର ୨୦୨୬ —
– ଆଫଗାନିସ୍ଥାନ ବନାମ ଭାରତ – ୩ଟି ଟି 20 ମୁକାବିଲା
* ଏସିଆ ଗେମ୍ସ ( ଜାପାନ )
ୱେଷ୍ଟ ଇଣ୍ଡିଜ ର ଭାରତ ଗସ୍ତ – ୩ ଟି ଏକଦିବସୀୟ ମୁକାବିଲା, ଏବଂ ୫ଟି ଟି 20 ମ୍ୟାଚ
* ଅକ୍ଟୋବର – ନଭେମ୍ବର ୨୦୨୬
– ଭାରତ ର ନିୟୁଜିଲ୍ୟାଣ୍ଡ ଗସ୍ତ- ୨ ଟେଷ୍ଟ ମ୍ୟାଚ, ୩ଟି ଏକଦିବସୀୟ ମୁକାବିଲା
* ଡିସେମ୍ବର ୨୦୨୬ –
– ଶ୍ରୀଲଙ୍କା ର ଭାରତ ଗସ୍ତ – ୩ଟି ଏକଦିବସୀୟ ମୁକାବିଲା, ୩ ଟି 20 ମ୍ୟାଚ
