Odisha news

ଗୋଟିଏ ଦିନରେ ବିଜେପି ମାରିଲା ଦୁଇଟି ବାଜି , ବିଜେଡି ଗଡରେ ଫୁଟିଲା ପଦ୍ମ ଓ ବିହାର ରେ ବାଜି ମାରିଲା ଜେଡିୟୁ + 

0
ଆଜି ଗୋଟିଏ ଦିନରେ ବିହାର ଓ ନୂଆପଡା ଇଲେକ୍ସନ ର ଫଳାଫଳ ପ୍ରକାର ପାଇଛି, ବିହାର JDU + ଶାସନ କରିବାକୁ ଅଂଟା ଭିଡିଥିବା ବେଳେ ନୂଆପଡା ଉପନିର୍ବାଚର ଭୋଟ ଗଣତି ମଧ୍ୟ ସରିଯାଇଛି, ୨ଟି ଜାଗାରେ ବିଜେପି ଶାସନ ଅଧୀନରେ ଆସିଛି ,  ଅର୍ଥାତ ଜନତା ବିଜେପି କୁ ବାଛି ଶାସନ କୁ ଗ୍ରହଣ କରିଛନ୍ତି l ବିହାର ରେ ନୀତିଶ କୁମାର ଆଉଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି l ଏବଂ ନୂଆପଡା ଉପନିର୍ବାଚନ  ମତଦାନ ରେ ପୂର୍ବତନ ବିଜେଡି ଲିଡର ରାଜେନ୍ଦ୍ର ଢୋଲକିଆ ଙ୍କ ପୁଅ ବିଜେପି ଟିକେଟ ପାଇ ନିର୍ବାଚନ ଲଢ଼ି ବିଜୟ ମୁକୁଟ ପିନ୍ଧିବାକୁ ମନୋନୀତ ହୋଇଛନ୍ତି l
 ବିଜେଡି ଗଡରେ ଫୁଟିଲା ପଦ୍ମ , ଜୟ ଢୋଲକିଆ କଲେ ୧ ଲକ୍ଷ ୨୩ ହଜାର ୮୬୯ ଭୋଟ ପାଇ ବିଜୟ ଲାଭ କରିଛନ୍ତି l  ଏହା ଓଡିଶା ରାଜନୀତି ରେ ଗୋଟିଏ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା ରହିଛି l ଜୟ ଢୋଲକିଆ ଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଅଭିବାଦନ ଜଣାଇ କହିଛନ୍ତି ନୂଆପଡା ରେ ଆରମ୍ଭ ହେଲା ନୂଆ ଇତିହାସ l ଏହା ନୂଆପଡା ବାସୀ ଙ୍କ ପାଇଁ ଗୋଟିଏ ଭିନ୍ନ ସ୍ୱାଦ ହୋଇପାରେ ବୋଲି ଆଶା ରହିଛି l
ବର୍ତମାନ ନୂଆପଡା ବିଜେପି ପାର୍ଟି ଅଫିସ ରେ ଖୁସିର ମାହୋଲ ଦେଖିବାକୁ ମିଳିଛି l
Leave A Reply