ଭାରତ, ଆଫ୍ରିକା ମହାଦୀପ ପାଇଁ ଗୋଟିଏ ଗୁରୁତ୍ୱପୂର୍ଣ କୂଟନୀତି ଆରମ୍ଭ କରିବାକୁ ଯାଉଛି, ଏହି ପଦକ୍ଷେପ ଗ୍ଲୋବାଲ ସାଉଥ ରେ ଭାରତର ନେତୃତ୍ୱକାରୀ ଭୂମିକା କୁ ଆଗକୁ ବଢାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ l ବିଦେଶ ମନ୍ତ୍ରଣାଳୟ ନିକଟରୁ ମିଳିଥିବା ତଥ୍ୟ ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସପ୍ତାହର ଶେଷ ଆଡକୁ ଅଏଲ ରିଚ ଦେଶ ଅଙ୍ଗଲା ଓ ବସ୍ତାବନା ଗସ୍ତରେ ଯିବେ, ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ୨୨-୨୩ ନଭେମ୍ବର ରେ ଜୀ – 20 ଶିଖର ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ l
G -20 ସମିଟ ପରେ ପ୍ରଧାନମନ୍ତ୍ରୀ ମୋଦୀ କିଛି ଅନ୍ୟ ଆଫ୍ରିକୀୟ ରାଜ୍ୟର ଯାତ୍ରା କରିବାର ଯୋଜନା ରଖିଛନ୍ତି, ଚଳିତବର୍ଷ ଆରମ୍ଭ ରେ ପ୍ରଧାନମନ୍ତ୍ରୀ ମୋଦୀ ଘାନା ଓ ନିମିବିଆ ର ଯାତ୍ରା କରିଥିଲେ, ଯାହାଦ୍ୱାରା ଭାରତକୁ ଉର୍ଜା ଓ ପ୍ରାକୃତିକ ସଂସାଧନ ଏବଂ ରକ୍ଷା କ୍ଷେତ୍ରରେ ଗବେଷଣାରେ ସୁବିଧା ମିଳିଥିଲା, ଚଳିତ ଥରର ଜି 20 ହେବ ୨୦ ତମ ବୈଠକ, ଯାହାର ପ୍ରଥମ ଆୟୋଜନ ଆଫ୍ରିକୀୟ ମହାଦୀପ ରେ ହେବାକୁ ଯାଉଛି l
ବିଦେଶ ମନ୍ତ୍ରଣାଳୟ ର ସଚିବ ସୂଚନା ଦେଇଛନ୍ତି ଯେ ନଭେମ୍ବର ୮ରୁ ୧୩ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁ ଅଙ୍ଗଲା ଓ ବୋତ୍ସଵନା ର ରାଜକୀୟ ଯାତ୍ରାରେ ଯିବେ l ରାଷ୍ଟ୍ରପତି ଙ୍କର ଏହି ଯାତ୍ରା ଦ୍ୱାରା ଆଫ୍ରିକୀୟ ଦେଶ ସହିତ ସହଯୋଗ ଭଲ ରହିବ ଆଶା କରାଯାଉଛି l
ଅଙ୍ଗଲେ ର ନିମନ୍ତ୍ରଣ ରକ୍ଷାକରି ରାଷ୍ଟ୍ରପତି ମୁର୍ମ୍ମ ୧୧ ନଭେମ୍ବର ରେ ଅଙ୍ଗଳା ର ସ୍ୱାଧୀନତା ର ୫୦ ତମ ସ୍ୱାଧୀନତା ଦିବସ ରେ ସାମିଲ ହେବେ, ଏବଂ ଅଙ୍ଗଲା ର ସଂସଦ କୁ ସମ୍ବୋଧିତ କରିବେ l
ଯାତ୍ରାର ଦ୍ଵିତୀୟ ଚରଣ ରେ ରାଷ୍ଟ୍ରପତି ମୁର୍ମୁ ବୋତ୍ସଵନା ଯାତ୍ରା କରିବେ, ଏବଂ ସେଠାକାର ସଂସଦ କୁ ସମ୍ବୋଧିତ କରି ସାଂସ୍କୃତିକ ଏବଂ ଐତିହାସିକ ମହତ୍ୱ ସ୍ଥଳର ଯାତ୍ରା କରିବେ l ଏଠାରେ ମଧ୍ୟ ଦ୍ୱିପାକ୍ଷିକ ବ୍ୟବସାୟ ଓ ସହଯୋଗ କୁ ନେଇ ଅନେକ ଆଲୋଚନା ହେବ l
