Odisha news

ପାକିସ୍ତାନ ଉପରେ ଚୀନ ର ଅଦ୍ଭୁତ ଆକ୍ରମଣ

0

ବଲୁଚିସ୍ତାନ ରୁ ଗୋଟିଏ ଏଭଳି ଭିଡିଓ ଏବଂ ଫତୋ ଆସିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ l ଯେଉଁଥିରେ ବାଲୁଁଚ ସୈନିକ ଙ୍କ ଅସଲ ଲାଳନ ପାଳନ ର ଦାୟତ୍ୱ କିଏ ନେଇଛି ଆପଣ ଜାଣିଯିବବ , ବାଳୁଛ ମାନଙ୍କ ନିକଟରୁ କିଛିଟା ଭିଡିଓ ଏବଂ ଫଟୋ ସୋସିଆଲ ମିଡ଼ିଆ ରେ ସେୟାର କରାଯାଇଛି ଯେଉଁଥିରେ ଚୀନ ୱାର୍କର ମାନେ ପଥର ଉଠାଇ ପାକିସ୍ତାନୀ ସୈନିକ ମାନଙ୍କୁ ମାରିବାକୁ ଗୋଡ଼ାଉଛନ୍ତି l ବଳୁଚ ମାନଙ୍କ ନିକଟରୁ ଦାବି କରାଯାଇଛି ଯେ ଏହି ଭିଡିଓ ଏହି ନିକଟର ଅଟେ l ବଳୁଛ ମାନେ କହିଛନ୍ତି ଯେ ଚୀନ – ପାକିସ୍ତାନ ପରିଯୋଜନା ର କାର୍ଯ୍ୟରତ ୱାର୍କର ମାନେ କିପରି ଭାବରେ ଗୋଡ଼ାଇ ପାକିସ୍ତାନ ସୈନିକ ଙ୍କୁ ମାରୁଛନ୍ତି l

ମିଳିଥିବା ସୂଚନା ଅନୁସାରେ ପାକିସ୍ତାନୀ ସୈନିକ ମାନେ ଚୀନି ମହିଳାଙ୍କ ସହିତ ଦୁର୍ବ୍ୟବହାର କରୁଥିଲେ, ଏବଂ ତାଙ୍କୁ ନେଇ ଅପଶବ୍ଦ ପ୍ରୟୋଗ କରୁଥିଲେ , ଏବଂ ଏହାକୁ ନେଇ ଚୀନ ୱାର୍କର ମାନେ ପାକିସ୍ତାନ ସୈନ୍ୟ ଙ୍କୁ ମାରି ଥିଲେ l ଏହାପରେ ପାକିସ୍ତାନ ସୈନ୍ୟ ଜୀବନ ବିକଳ ରେ ସେଠାରୁ ଦୌଡ଼ି ପଳାଇ ଯାଇଥିଲେ l ଏଭଳି ଘଟଣା ପ୍ରଥମ କରି ଘଟି ନାହିଁ l ସିପେଡ଼ ଯୋଜନାରେ କାର୍ଯ୍ୟ କରୁଥିବା ୱାର୍କରସ ମାନେ ପୂର୍ବରୁ ମଧ୍ୟ ଏଭଳି ଅନେକ ଥର କରି ସାରିଛନ୍ତି l

ଆଗକୁ ଏଭଳି କିଛି ଘଟିବ ଯାହା ସାରା ବିଶ୍ୱକୁ ସ୍ତବ୍ଧ କାତ୍ରିଦେବ, କାହିଁକି ଯେଉଁ ବଲୁଚିସ୍ତାନ କୁ ରକ୍ଷା କରିବାକୁ ଚାହୁଁଚି ଚୀନ ତାହାକୁ ପାକିସ୍ତାନ ଆମେରିକା କୁ ଦେଇ ସାରିଛି l ଯେଉଁ ଆମେରିକା ପ୍ରତ୍ୟେକ କଥାରେ ଟିପାଣି ଦେଇଥାଏ ସେ ବଲୁଚିସ୍ତାନ ଘଟଣାରେ ସବୁବେଳେ ଚୁପ ରହିଥାଏ l ଚୀନ କିନ୍ତୁ ସବୁ ଜାଣି ମଧ୍ୟ ଚୁପ ରହିଛି l ଆମେରିକା ଧୀରେ ଧୀରେ ବଲୁଚିସ୍ତାନ ରେ ପଶିବାକୁ ଚାହୁଁଚି l

Leave A Reply