Odisha news

ଗୁରୁବାର ଦିନ ମିଶ୍ରିରେ କରନ୍ତୁ ଏହି ଚମତ୍କାରୀ ଉପାୟ, ପାଇବେ ମା ଲକ୍ଷ୍ମୀଙ୍କ କୃପା

0

ହିନ୍ଦୁ ଧର୍ମ ର ମାନ୍ୟତା ଅନୁସାରେ ମାଲକ୍ଷ୍ମୀ ଙ୍କୁ ଧନର ଦେବୀ କୁହାଯାଇ ଥାଏ ଏବଂ ତାଙ୍କ ପାଇଁ ଗୁରୁବାର ଦିନଟି ଉଦ୍ଧିଷ୍ଟ ଅଟେ l ଯେଉଁ ବ୍ୟକ୍ତି ଉପରେ ମାଲକ୍ଷ୍ମୀ ଙ୍କ କୃପା ରହିଥାଏ ସେ ଭୋଗ ବିଳାସ ରେ ଜୀବନ ଅତିବାହିତ କରିଥାଏ l ମା ଲକ୍ଷ୍ମୀଙ୍କ ପୂଜା ସହିତ କିଛିଟା ଉପାୟ ଗୁରୁବାର ରେ କରିବା ଦ୍ୱାରା ଚମତ୍କାର ଲାଭ ମିଳିଥାଏ l ଆଜି ଆସନ୍ତୁ ଜାଣିବା ମିଶ୍ରି ର ଉପାୟ ବିଷୟରେ ଯାହାଦ୍ୱାରା ମାଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହୋଇଥାଏ l

– ମାନ୍ୟତା ଅନୁସାରେ ମାଲକ୍ଷ୍ମୀ ଙ୍କର ମିଶ୍ରି ଖୁବ ପ୍ରିୟ ଅଟେ, ଗୁରୁବାର ଦିନ ଲକ୍ଷ୍ମୀ ଙ୍କୁ ମିଶ୍ରି ଭୋଗ ଲଗାଇବା ଦ୍ୱାରା ଘରେ ଓ ଜୀବନ ରେ ସୁଖ-ସମୃଦ୍ଧି ଚିର ସ୍ଥାୟୀ ହୋଇ ରହିଥାଏ l

– ଗୁରୁବାର ଦିନ ସକାଳୁ ଗାଧୋଇ ମାଲକ୍ଷ୍ମୀ ଙ୍କୁ ସ୍ମରଣ କରି ମିଶ୍ରି ଦାନ କରିବା ଦ୍ୱାରା ଚାକିରୀ ସମ୍ବନ୍ଧିତ ସମସ୍ୟା ର ସମାଧାନ ହୋଇଥାଏ , ତେଣୁ ଗୁରୁବାର ଦିନ ମିଶ୍ରି ଦାନ କରନ୍ତୁ l

– ଆଜିର ଦିନରେ ଲକ୍ଷ୍ମୀଙ୍କ ନିକଟରେ ମିଶ୍ରି ପ୍ରସାଦ ଅର୍ପଣ କରି ଛୋଟ ପିଲାଙ୍କୁ ବାଣ୍ଟିବା ଦ୍ୱାରା ଆପଣଙ୍କର ସମସ୍ତ ଇଚ୍ଛା ପୁରାଣ ହୋଇଥାଏ l

– ମାନ୍ୟତା ରହିଛି ଯେ ଗୁରୁବାର ଦିନ ମିଶ୍ରି ପ୍ରସାଦ ଲକ୍ଷ୍ମୀଙ୍କ ନିକଟରେ ଅର୍ପଣ କରି ପିମ୍ପୁଡି ମାନଙ୍କୁ ଖାଇବାକୁ ଦିଅନ୍ତୁ, ଏହାଦ୍ୱାରା ଆର୍ଥିକ ଅନାଟନ ଦୂର ହେବ l

– ଆଜିର ଦିନରେ ଯଦି ଆପଣ ରାଧା-କୃଷ୍ଣ ଙ୍କ ନିକଟରେ ମିଶ୍ରି ପ୍ରସାଦ କୁ ତୁଳସୀ ସହିତ ଅର୍ପଣ କରି ତାହାକୁ ନିଜେ ସେବନ କରନ୍ତୁ ଦେଖିବେ ବୈବାହିକ ଜୀବନ ସୁଖମୟ ହୋଇଥାଏ l

Govt
Leave A Reply