Odisha news

ମାତ୍ର ୧ମାସ ପାଇଁ ଛାଡି ଦିଅନ୍ତୁ ସମସ୍ତ ଡାଏରୀ ପ୍ରଡକ୍ଟ, ତୁରନ୍ତ ଦୂରେଇଯିବ ଶରୀରରୁ ଏହିସବୁ ରୋଗ

0

ଦୁଗ୍ଧ ଓ ଦହିର ବ୍ୟବହାର ଦୀର୍ଘ ଦିନରୁ ଭାରତୀୟ ରୋଷେଇ ଘରେ ଚିରାପରିଚିତ ଅଟେ l ସକାଳର ଆରମ୍ଭ ବିନା ଦୁଗ୍ଧରେ ହୋଇନଥାଏ l ତେଣୁ କରି ସମସ୍ତ ଡାଏରୀ ପ୍ରଡକ୍ଟ ଆମ ଖାଦ୍ୟ ଥାଳି ର ମୁଖ୍ୟ ଜିନିଷ ଭାବରେ ଗଣନା କରାଯାଇଥାଏ l କିନ୍ତୁ ପୂର୍ବେ ଏହିସବୁ ଖାଦ୍ୟ ପଦାର୍ଥ ଶରୀର ପାଇଁ ଖୁବ ଉପଯୋଗୀ ଥିଲା l କିନ୍ତୁ ବିଶେଷଜ୍ଞ ଙ୍କ ମତରେ ଏହି ଦୁଗ୍ଧ କିମ୍ବା ଦୁଗ୍ଧ ଜାତୀୟ ଜିନିଷ ମଣିଷ ପାଇଁ ରୋଗର କାରଣ ହୋଇ ଯାଉଛି l

ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ସମସ୍ତ ଡେରି ପ୍ରଡକ୍ଟ ଗୁଡିକ କୁ ଯଦି ଆମେ ମାତ୍ର ଗୋଟିଏ ମାସ ପାଇଁ ପରିତ୍ୟାଗ କରିଦେବା ତେବେ ଶରୀରର ୭୦ ପ୍ରତିଶତ ରୋଗ ବୈରାଗ ହ୍ରାସ ହୋଇଯିବ l

* ଯଦି ଆପଣ ପ୍ରତିଦିନ ଆବଶ୍ୟକତା ଠାରୁ ଅଧିକ ଡାଏରୀ ପ୍ରଡକ୍ଟ ସେବନ କରୁଛନ୍ତି ତେବେ ଫ୍ୟାଟ ବଢିବା ସହିତ ସୁଗାର ବଢିବାର ସମ୍ଭାବନା ମଧ୍ୟ ବଢି ଯାଇଥାଏ l ଡାଏରୀ ପ୍ରଡକ୍ଟ ଠାରୁ ଆପଣ ନିହାତି ଦୁରେଇ ରୁହନ୍ତୁ ଏବଂ ସେହି ସ୍ଥାନରେ ହେଲଦି ସାଚୁରେଟେଡ଼ ଫ୍ୟାଟ ସେବନ କରନ୍ତୁ l

* ଡେରି ପ୍ରଡକ୍ଟ ଓଭର ଇଟିଙ୍ଗ କରିବା ଦ୍ୱାରା ଓଜନ ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ l ପ୍ରତ୍ୟେକ ପ୍ରକାରର ଡେ଼ରି ପ୍ରଡକ୍ଟ ରେ ଭଲ କ୍ୟାଲୋରୀ ରହିଥାଏ l ତେଣୁ ଡାଏରୀ ପ୍ରଡକ୍ଟ ସେବନ କରିବା ଦ୍ୱାରା ଫ୍ୟାଟ ଓ କ୍ୟାଲୋରୀ ବୃଦ୍ଧି ହୋଇଥାଏ l

* କିଛି ଏକ୍ସପର୍ଟ ଙ୍କ ମତରେ ଆପଣ ଗୋଟିଏ ମାସ ଯଦି ସମସ୍ତ ଡାଏରୀ ପ୍ରଡକ୍ଟ ଠାରୁ ଦୂରତା ରଖିବେ, ତେବେ ହାର୍ଟ ସମସ୍ୟା ଖୁବ ସହଜରେ ଦୁରେଇ ଯିବ l ବିଶେଷ ଭାବରେ ଫୁଲ ଫ୍ୟାଟ ଦୁଗ୍ଧ ହାର୍ଟ ସହିତ ମଧୁମେହ ର କାରଣ ମଧ୍ୟ ଅଟେ l

* ଯେଉଁ ଲୋକ ଗ୍ୟାସ ସମସ୍ୟା, ବ୍ଳଟିଙ୍ଗ କିମ୍ବା ଏସିଡ଼ିଟି ସମସ୍ୟାରେ ପୀଡିତ ହୋଇଥାଆନ୍ତି ସେମାନେ ମଧ୍ୟ ଡାଏରୀ ପ୍ରଡକ୍ଟ ଠାରୁ ଦୁରେଇ ରହିବା ଜରୁରୀ l ଦୁଗ୍ଧ ରେ ଲାକଟୋଜ ନାମକ ତତ୍ୱ  ରହିଥାଏ, ଯାହାକି ଖାଦ୍ୟ ହଜମ ହେବାରେ ବାଧା ସୃଷ୍ଟି କରିଥାଏ l

Leave A Reply