ଗୋବରା ସମ୍ବାଦ ସାହିତ୍ୟଘର ଓ ଭଞ୍ଜନଗର ସାହିତ୍ୟ ଘରର ମିଳିତ ଆନୁକୂଲ୍ୟରେ ଫକୀର ମୋହନ ଜୟନ୍ତୀ ଓ ସପ୍ତାହ ବ୍ବ୍ୟାପୀ ପାଳିତ
ଗୋବରା ସମ୍ବାଦ ସାହିତ୍ୟଘର ଓ ଭଞ୍ଜନଗର ସାହିତ୍ୟ ଘରର ମିଳିତ ଆନୁକୂଲ୍ୟରେ ଫକୀର ମୋହନ ଜୟନ୍ତୀ ଓ ସପ୍ତାହ ବ୍ବ୍ୟାପୀ ପାଳିତ ହେଉଥିବା ବୀର ଚକରା ବିଷୋୟୀ ଜୟନ୍ତୀ ସମାରୋହର ଦ୍ଵିତୀୟ ଦିବସ ବଡଦୋଡ଼ଙ୍ଗା ଠାରେ ଅନୁଷ୍ଠିତ l ପ୍ରାକ୍ତନ ଅଧକ୍ଷ୍ୟ କୃତ୍ତିବାସ ବିଶ୍ୱାଳ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ୟାଙ୍କର ବ୍ୟକ୍ତବ୍ୟ ପ୍ରଦାନ କରୁଛନ୍ତି l
ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର