Odisha news

ନିଦ୍ରା ହୀନତା କାରଣ ରୁ ମହିଳା ମାନଙ୍କ ନିକଟ ରେ ଦେଖା ଦେଇଥାଏ ଏହି ୫ ଟି ଶାରୀରିକ ସମସ୍ୟା

0

ଆମେ ଅନେକ ସମୟରେ ଶୁଣି ଥାଉ ଯେ ମା ମାନେ କହି ଥାଆନ୍ତି ଯେ ଟିକେ ସମୟ ଶୋଇ ପଡ଼ ତୋ ଦେହ ଟିକେ ଭଲ ଲାଗିବ l ବିଶେଷ ଭାବେ ଦେଖିବାକୁ ଗଲେ ନିଦ ଆମ ଶରୀର ପାଇଁ ଖୁବ ଆବଶ୍ୟକ l ଦେଖିବାକୁ ଗଲେ ଆଜିର ଆଧୁନିକ ଯୁଗରେ ନିଦ୍ରା ହୀନତା ଗୋଟିଏ ବଡ଼ ସମସ୍ୟା ଭାବରେ ଦେଖା ଦେଇଛି l ଯାହାର ବିଶେଷ ଭାବେ ମହିଳା ମାନେ ପ୍ରଭାବିତ ହେଉଛନ୍ତି l ଯାହାକି ଅନେକ ରୋଗ ର କାରଣ ଭାବରେ ଦେଖା ଦେଉଛି l

* ଗୋଟିଏ ଅଧ୍ୟୟନ ଅନୁସାରେ ଜଣା ପଡିଛି ଯେ ଅଧିକ ମହିଳା ମାନେ PCOS ଯାହାକି ଋତୁସ୍ରାବ ସମ୍ବନ୍ଧୀୟ ସମସ୍ୟା ରେ ପୀଡିତ ହେଉଛନ୍ତି , ଯାହାର ମୁଖ୍ୟ କାରଣ ନିଦ୍ରା ହୀନତା ଅଟେ l ଏହାଛଡା ପ୍ରଶ୍ୱାସ ନେବାରେ ମଧ୍ୟ ଅସୁବିଧା ହୋଇଥାଏ l

* ଆଜିର ଯୁଗରେ ମହିଳା ମାନେ ଅଧିକ ମେଣ୍ଟାଲ ହେଲଥ ପ୍ରଭାବିତ ହେଉଛି l ଯାହାର ମୁଖ୍ୟ କାରଣ ନିଦ୍ରା ହୀନତା l ନିଦ୍ରା ହୀନତା କାରଣରୁ ମସ୍ତିଷ୍କ ର ସେଲ ପ୍ରଭାବିତ ହେଉଛି l ତେଣୁ ମେଣ୍ଟାଲ ଷ୍ଟ୍ରେସ ବୃଦ୍ଧି ପାଉଛି l

* କମ ନିଦ କାରଣରୁ ବ୍ରେଷ୍ଟ କ୍ୟାନ୍ସର ହେବାର ସମ୍ଭବସନା ଅଧିକ ରହିଥାଏ l ଏହି ଗବେଷଣା ଅନୁସାରେ କମ ନିଦ କାରଣ ରୁ ବ୍ରେଷ୍ଟ କ୍ୟାନ୍ସର ରେ ଅଧିକ ମହିଳା ମାନେ ପ୍ରଭାବିତ ହେଉଛନ୍ତି l କମ ନିଦ କାରଣରୁ ଆପଣଙ୍କ ବଡ଼ି ସେଲ୍ ପ୍ରଭାବିତ ହୋଇଥାଏ ଓ କ୍ୟାନ୍ସର ର କାରଣ ଅଟେ l ପୁରୁଷ ମାନଙ୍କ ତୁଳନା ରେ ମହିଳା ମାନଙ୍କୁ ଅଧିକ ନିଦ ର ଆବଶ୍ୟକତା ରହିଥାଏ l

* ବର୍ଦ୍ଧିତ ବୟସ ରେ ମହିଳା ମାନେ ହାଡ଼ ସମ୍ବନ୍ଧୀୟ ସମସ୍ୟା ରେ ପ୍ରଭାବିତ ହୋଇ ଥାଆନ୍ତି l ଏହି ଅଧ୍ୟୟନ ରେ କୁହାଯାଇଛି ଯେ କମ ନିଦ କାରଣରୁ ଆପଣଙ୍କ ଶରୀର ଆବଶ୍ୟକୀୟ ପୋଷାକ ତତ୍ୱ କୁ ଅଵଜର୍ବ କରି ପାରେ ନାହିଁ ଯାହାର କାରଣ ନିଦ୍ରା ହୀନତା ହୋଇଥାଏ l

* ମହିଳା ମାନଙ୍କ ନିକଟରେ ମସଧୁମେହ ର ସମସ୍ୟା ଅଧିକ ଦେଖା ଯାଇଥାଏ l ଗବେଷଣା କହୁଛି ଯେ ନିଦ୍ରା ହୀନତା ମଧୁମେହ ସମସ୍ୟା ର ଗୋଟିଏ ବଡ଼ କାରଣ l

Leave A Reply