ଏହିସବୁ କମ୍ପାନୀ ର ଫୋନ ଯଦି ବ୍ୟବହାର କରୁଛନ୍ତି ହୋଇ ଯାଆନ୍ତୁ ସାବଧାନ, ଏହାଦ୍ୱାରା ଆପଣ ସିଧାସଳଖ କ୍ୟାନ୍ସର କୁ ନିମନ୍ତ୍ରଣ ଦେଉଛନ୍ତି
ବର୍ତମାନ ବିଶ୍ୱର ସବୁଠୁ ଆବଶ୍ୟକୀୟ ଜିନିଷଟି ହେଲା ମୋବାଇଲ ଫୋନ, ଲୋକେ ନିଜ ଜୀବନ ର ସବୁଠୁ ଅଧିକ ସମୟ ଏହି ଜିନିଷ ଟିକୁ ଦେଉଛନ୍ତି l ଏପରିକି ଗୋଟିଏ ଘରେ ରହୁଥିବା ଲୋକେ ନିଜ ନିଜ ମଧ୍ୟରେ କଥା ହୋଇ ସମୟ ଅତିବାହିନ କରିବା ପରିବର୍ତେ ସମୟରେ ଅଧିକ ସମୟ ଅତିବାହିତ କରୁଛନ୍ତି l ଛୋଟ ପିଲାଙ୍କ ଠାରୁ ନେଇ ବୟସ୍କ ପର୍ଯ୍ୟନ୍ତ ସଭିଏଁ ମୋବାଇଲ ଫୋନ ରେ ବ୍ୟସ୍ତ ରହୁଛନ୍ତି l କିନ୍ତୁ କଣ ଆପଣ ଜାଣିଛନ୍ତି ଏଥିରୁ ବାହାରୁଥିବା ରେଡ଼ିଏସନ ଦ୍ୱାରା କେବଳ ଛୋଟ ପିଲା ନୁହନ୍ତି ବଡ଼ମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି l ଏପରିକି ଏହାର ରେଡ଼ିଏସନ ଦ୍ୱାରା କ୍ୟାନ୍ସର ମଧ୍ୟ ହୋଇପାରେ l
ଫୋନ ର ରେଡ଼ିଏସନ ରୁ କ୍ୟାନ୍ସର -:
ଆମେରିକାନ କ୍ୟାନ୍ସର ସୋସାଇଟି ଏହାକୁ ଅନେକ ଗବେଷଣା କରୁଛି କି ଫୋନ ରୁ ବାହାରୁଥିବା ରେଡ଼ିଏସନ ରୁ ଅନ୍ୟ ଗମ୍ଭୀର ରୋଗ ସହିତ କଣ କ୍ୟାନ୍ସର ର ବିପଦ ରହିଥାଏ l ଅନ୍ୟ ପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ମତ ଅନୁସାରେ ଫୋନ ରୁ ବାହାରୁଥିବା ବିଶେଷ ପ୍ରକାରର ରେଡ଼ିଏସନ ଯାହାକୁ କି RF ରେଡ଼ିଏସନ କୁହାଯାଇ ଥାଏ ଯାହାକି ମସ୍ତିଷ୍କ ରେ କ୍ୟାନ୍ସର ର ବିପଦ କୁ ବଢ଼ାଇ ଥାଏ l ତେଣୁ ଯେତେ କମ ଆବଶ୍ୟକ ସେତେ କମ ବ୍ୟବହାର କରନ୍ତୁ l
କେଉଁ ଫୋନ ରେ ରହିଥାଏ ସବୁଠୁ ଅଧିକ ରେଡ଼ିଏସନ ?
ବିଶେଷ ଭାବରେ କେଉଁ ଫୋନ ରୁ କେତେ ରେଡ଼ିଏସନ ବାହାରୁଛି ଏହାକୁ ଜାଣିବା ପାଇଁ ସ୍ପେସିଫିକ ଏବଶାର୍ପଶନ ରେଟ ଅର୍ଥାତ SRA କରାଯାଇଛି l ଏଥିରୁ ଆମକୁ ଜଣାପଡି ଥାଏ ଯେ କେଉଁ ଫୋନ ରୁ କେତେ ରେଡ଼ିଏସନ ବାହାରି ଥାଏ ଓ ଏହା କିଭଳି ଭାବରେ ଆମ ଶରୀର ଉପରେ ରେଡ଼ିଏସନ ର ପ୍ରଭାବ ଅଧିକ ରହିଥାଏ l ପ୍ରତ୍ୟେକ ମୋବାଇଲ ତିଆରି କରୁଥିବା କମ୍ପାନୀ ଏହାର ତଥ୍ୟ ଦେଶର ରେଗୁଲେଟରି ସଂସ୍ଥା କୁ ଦେଇଥାଏ l କିନ୍ତୁ ଆମେ ମାନେ ଯେତେବେଳେ ଫୋନ କିଣି ଥାଉ ଏହା ଉପରେ ଧ୍ୟାନ ଦେଇ ନଥାଉ l
୨୦୧୮ ରେ ହୋଇଥିବା ଗୋଟିଏ ସର୍ଭେ ଅନୁସାରେ ସର୍ବାଧିକ ରେଡ଼ିଏସନ ବାହାରୁଥିବା ଟପ ୩ଟି ଫୋନ ହେଲା ୱାନ ପ୍ଲସ, ହୁଆଵୀ, ଓ ନୋକିଆ ଲୁମିୟା l ଯେବେକି ଆଇଫୋନ -7 ଏହି ତାଲିକାରେ ୧୦ ମ ସ୍ଥାନରେ ରହିଥିଲା l
ସବୁଠୁ କମ ରେଡ଼ିଏସନ ଫୋନ କେଉଁଟି ?
ସବୁଠୁ କମ ରେଡ଼ିଏସନ ଫୋନ ଲିଷ୍ଟ ରେ
– ସୋନୀ ଏମ୍ସିରିୟା ଏମ 5 (0.14)
– ଶାମସଙ୍ଗ ଗ୍ୟାଲେକ୍ସି ନୋଟ 8(0.17)
-ଏସ ସିକ୍ସ ଏଜ ପ୍ଲସ (0.22)
– ଗୁଗୁଲ ପ୍ଲସ ଆକ୍ସେସ (0.25)
– ସାମସଙ୍ଗ ଗ୍ୟାଲେକ୍ସି ଏସ 8 (0.26)
– ଏସ 7 ଏଜ ( 0.26)