Odisha news

ୟୁରୀକ୍ ଏସିଡ ରେ ପ୍ରଭାବିତ ବ୍ୟକ୍ତି ନିଜ ଭୋଜନ ରେ ସାମିଲ କରନ୍ତୁ ଏହି ୪ଟି ଚେରୁଆ ପରିବା ଖୁବ୍ ଶୀଘ୍ର ମିଳିବ ଆରୋଗ୍ୟ

0
ହାଇ ୟୂରିକ୍ ଏସିଡ ର ସମସ୍ୟା ରେ ଶରୀର ରେ ପିୟୁନ୍ ର ମାତ୍ରା ବଢିବାକୁ ଲାଗିଥାଏ । ଏମିତି ରେ ଚେରୁଆ ପରିବା ଓ ଫଳ ମୂଳ ଫାଇବର ରେ ଭରପୁର ହୋଇଥାଏ , ତେଣୁ ଶରୀର ସୁସ୍ଥ ରହିଥାଏ । ଏହାଦ୍ବାରା ପ୍ରୋଟିନ ଦୃତ ଗତିରେ ହଜମ ହୋଇଥାଏ ।
* କମଳା :
କମଳା ଗୋଟିଏ ଏଭଳି ଚେର ଯୁକ୍ତ ଫଳ ଯାହାକୁ ସେବନ କରିବା ଦ୍ୱାରା ୟୂରୀକ୍ ଏସିଡ ସମସ୍ୟା ଦୂର ହୋଇଥାଏ। କମଳା ର ବିଶେଷତା ହେଉଛି ଯେ ଏଥିରେ ଥିବା ଜଳୀୟ ଅଂଶ ଶରୀର ରେ ମେଟାବୋଲିଯିମ୍ ସ୍ତର ବୃଦ୍ଧି କରିଥାଏ ଓ ଦୃତ ଗତିରେ ପ୍ରୋଟିନ ହଜମ କରିବାରେ ସାହାଯ୍ୟ କରିଥାଏ । ଏହାଦ୍ବାରା ଶରୀର ରେ ପ୍ୟୁରିନ୍ ସ୍ତର ବୃଦ୍ଧି ହୋଇ ନଥାଏ ।
* ନାସପାତି:
ନାସପାତି ସେବନ ଦ୍ଵାରା ହାଇ ୟୂରିକ ସମସ୍ୟା ଦୂର ହୋଇଥାଏ । ଏହାର ରଫେଜ୍ ପିୟୁରିନ୍ ଶରୀର ରେ ମେଟାବୋଲିଯିମ ସ୍ତର କୁ ବୃଦ୍ଧି କରିଥାଏ ଓ ଏହା ୟୁରିନ୍ ଜରିଆରେ ପିୟୁରିନ ହଜମ କରିବାରେ ସାହାଯ୍ୟ କରିଥାଏ । ନାସପାତି ଖାଇବା ଦ୍ବାରା ହାଇ ୟୂରୀକ ଏସିଡ କମ୍ ହୋଇଥାଏ ।
* ପଣସ :
ପଣସ ସେବନ କରିବା ଦ୍ୱାରା ହାଇ ୟୂରିକ ଏସିଡ ସମସ୍ୟା ଦୂର ହୋଇଥାଏ । ଏହା ଶରୀର ରେ ମେଟାବୋଲିଯିମ କୁ ଦୃତ କରିଥାଏ । ପେଟ ର କାର୍ଯ୍ୟ କ୍ଷମତା କୁ ବୃଦ୍ଧି କରିଥାଏ । ଏହାଛଡା ଯୁରିକ୍ ଏସିଡ ନିୟନ୍ତ୍ରିତ ହୋଇଥାଏ ।
* କଖାରୁ :
କଖାରୁ ହାଇ ୟୁରିକ୍ ଏସିଡ କୁ ଦୂର କରିବାରେ ସାହାଯ୍ୟ କରିଥାଏ । କଖାରୁ ବିଶେଷ ଭାବରେ ୟୁରିକ୍ ଏସିଡ ସମସ୍ୟା ରେ
ପ୍ରୋଟିନ ରୁ ବାହାରୁ ଥିବା ଅକ୍ସ ଲେଟ୍ କୁ ବାନ୍ଧି ନେଇଥାଏ ଓ ଶରୀର ରୁ ବାହାରିବାର ସାହାଯ୍ୟ କରିଥାଏ । ତେଣୁ ଏଭଳି ଭାବରେ ସେବନ କରିବା ହିତକର ଅଟେ ।
* ମାଟି ଆଳୁ ବା ଦେଶୀ ଆଳୁ :
ମାଟି ଆଳୁ ୟୁରିକ୍ ଏସିଡ ସମସ୍ୟା କୁ ଠିକ୍ କରିବାରେ ସାହାଯ୍ୟ କରିଥାଏ । ଏହା ଗୋଟିଏ ଏଭଳି ପରିବା ଯାହାକି ଫାଇବର ରେ ଭରପୁର ହୋଇଥାଏ ଓ ପିୟୁରୀନ ହଜମ କରିବାରେ ସାହାଯ୍ୟ କରିଥାଏ । ଏହି ପରିବା ଟି ଏତେ ଚେରୁଆ ଯେ ୟୁରିକ୍ ଏସିଡ କୁ ମଳ ଓ ମୂତ୍ର ଜରିଆରେ ବାହାର କରିବାରେ ସାହାଯ୍ୟ କରିଥାଏ ।
Leave A Reply