Odisha news

400 କିଲୋ ଗଂଜେଇ ଜବତ

0
କାଶୀନଗର ,15/4/23(କାଶୀନଗରରୁ ଆନନ୍ଦ ଚନ୍ଦ୍ର ପାତ୍ର) : କାଶୀନଗର ପୋଲିସ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ସନ୍ଧ୍ୟା ସମୟ ଯାଞ୍ଚ ବେଳେ ଖଣ୍ଡବା ଠାରୁ ଅଙ୍କରଡ଼ା ଯିବା ରାସ୍ତାରେ  ଏକ ମହିନ୍ଦ୍ରା  ପିକ ଓପ ଭେନ OD18-A-5929 ଗାଡିକୁ ଯାଞ୍ଚ କରି ସେଥି ମଧ୍ୟରୁ ଚାରି ଶହ କିଲୋ ଗଞ୍ଜାଇ ଜବତ କରି ଗାଡିକୁ ଜବତ କରିଥିବା  କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି. ଗାଡିର ଡ୍ରାଇଭର ପୋଲିସ ମାନଙ୍କୁ ଦେଖି ଗାଡି ଛାଡି ଫାରାର ହୋଇ ଯାଇଛି. ସ୍ଥାନୀୟ ତହସିଲଦାର ଆଶିଷ କୁମାର ପ୍ରଧାନ ମାଜିଷ୍ଟ୍ରେଟ ଭାବେ  ଉପସ୍ଥିତ ଥିଲେ.
Leave A Reply