ବ୍ରହ୍ମପୁର : ବିଶ୍ଵ ଘରଚଟିଆ ଦିବସ ଅବସରରେ ଆମେରିକା ରେ ଶୋଭା ପାଇବ ସତ୍ୟ ଙ୍କ ଖବରକାଗଜ ନିର୍ମିତ ଘରଚଟିଆ । କାଠ ରେ ଘରଚଟିଆ ତିଆରି କରି ସଚେତନା ର ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା।ପ୍ରତି ବର୍ଷ ମାର୍ଚ୍ଚ ମାସ ୨୦ ତାରିଖ କୁ ବିଶ୍ବ ଘରଚଟିଆ ଦିବସ ରୂପେ ପାଳନ କରାଯାଏ । ଘର ଚଟିଆର ସୁରକ୍ଷା ତଥା ସଂରକ୍ଷଣ ଲାଗି ଏହି ଦିନଟି ସମର୍ପିତ । ଏ ମାନଙ୍କୁ ସୁରକ୍ଷା ଓ ସଂରକ୍ଷଣ କରିବା ବିଭିନ୍ନ ସ୍ଥାନରେ ସୁରକ୍ଷା ଓ ଜନସଚେତନତା କାରଣରୁ ବିଲୁପ୍ତ ଘରଚଟିଆ ପକ୍ଷୀ ର କଳରବ ପୁଣି ଥରେ ଗାଁ ଦାଣ୍ଡରେ କିଚିରି ମିଚିରି ମୁଖରିତ ହୋଇଛି ମୁ ମୋ କଳା ମାଧ୍ୟମରେ ଅନୁରୋଧ କରୁଛି ସମସ୍ତ ଙ୍କୁ ଏ ପକ୍ଷୀ ମନ ଙ୍କୁ ସୁରକ୍ଷା ଓ ଗ୍ରୀଷ୍ମ ର ତାତିରୁ ରକ୍ଷା କରିବା। ତୃଷ୍ଣାରେ ଜୀବଜଗତ ଆଉଟୁ ପାଉଟୁ ,ଆସନ୍ତୁ ଆମ ଘର ଦାଣ୍ଡ ଦୁଆରେ ଓ ଛାତ ଉପରେ ଘରଚଟିଆ ଓ ଅନ୍ୟ ପକ୍ଷୀର ଜଗତ କୁ ରକ୍ଷା କରିବା ପାଈଁ ଜଳ ପୂର୍ଣ୍ଣ ପାତ୍ର ରଖିବା । ନିଜକୁ ଖୁସି ଅନୁଭବ କରିବା ନିଜ ପିତା ସ୍ବର୍ଗ ଡ଼ା ସୁବାଷ ଚନ୍ଦ୍ର ମହାରଣା ଙ୍କ ଉଦ୍ଦେଶ୍ ରେ ୭ଟି କାଠ ରେ ଘରଚଟିଆ ତିଆରି କରି ସଚେତନା ର ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା।
ପ୍ରତି ବର୍ଷ ମାର୍ଚ୍ଚ ମାସ ୨୦ ତାରିଖ କୁ ବିଶ୍ବ ଘରଚଟିଆ ଦିବସ ରୂପେ ପାଳନ କରାଯାଏ । ଘର ଚଟିଆର ସୁରକ୍ଷା ତଥା ସଂରକ୍ଷଣ ଲାଗି ଏହି ଦିନଟି ସମର୍ପିତ । ଏ ମାନଙ୍କୁ ସୁରକ୍ଷା ଓ ସଂରକ୍ଷଣ କରିବା ବିଭିନ୍ନ ସ୍ଥାନରେ ସୁରକ୍ଷା ଓ ଜନସଚେତନତା କାରଣରୁ ବିଲୁପ୍ତ ଘରଚଟିଆ ପକ୍ଷୀ ର କଳରବ ପୁଣି ଥରେ ଗାଁ ଦାଣ୍ଡରେ କିଚିରି ମିଚିରି ମୁଖରିତ ହୋଇଛି ମୁ ମୋ କଳା ମାଧ୍ୟମରେ ଅନୁରୋଧ କରୁଛି ସମସ୍ତ ଙ୍କୁ ଏ ପକ୍ଷୀ ମନ ଙ୍କୁ ସୁରକ୍ଷା ଓ ଗ୍ରୀଷ୍ମ ର ତାତିରୁ ରକ୍ଷା କରିବା। ତୃଷ୍ଣାରେ ଜୀବଜଗତ ଆଉଟୁ ପାଉଟୁ ,ଆସନ୍ତୁ ଆମ ଘର ଦାଣ୍ଡ ଦୁଆରେ ଓ ଛାତ ଉପରେ ଘରଚଟିଆ ଓ ଅନ୍ୟ ପକ୍ଷୀର ଜଗତ କୁ ରକ୍ଷା କରିବା ପାଈଁ ଜଳ ପୂର୍ଣ୍ଣ ପାତ୍ର ରଖିବା । ନିଜକୁ ଖୁସି ଅନୁଭବ କରିବା ନିଜ ପିତା
ସ୍ବର୍ଗ ଡ଼ା ସୁବାଷ ଚନ୍ଦ୍ର ମହାରଣା ଙ୍କ ଉଦ୍ଦେଶ୍ ରେ ୭ଟି ଘରଚଟିଆ ଙ୍କ ଘର ତିଆରି କରିଛନ୍ତି। ଏବଂ ଏହା କୁ ପାଖ ଅଂଚଳରେ ବଣ୍ଟି ବେ ଙ୍କ ଘର ତିଆରି କରିଛନ୍ତି। ଏବଂ ଏହା କୁ ପାଖ ଅଂଚଳରେ ବଣ୍ଟି ବେ ଏହା ସହ ଖବରକାଗଜ ରେ ନିର୍ମିତ ଘରଚଟିଆ ଆମେରିକା ରେ ସାଗର ଙ୍କ ଦ୍ଵାରା ପଦଶିତ ହେବ ।
ଆମେରିକା ରେ ଶୋଭା ପାଇବ ସତ୍ୟ ଙ୍କ ଖବରକାଗଜ ନିର୍ମିତ ଘରଚଟିଆ।।