ଏଇ ସବୁଥିରୁ ପ୍ରତିୟ୍ ମାନ୍ନ୍ ସବୁ ମଣିଷ ସମାନ ଏବଂ ସେମାନେ ସାର୍ବ୍ ଭୌମତ୍ଵ୍ ର ଅଧିକାରି।ଏଇ ସବୁ ହୋଉଛି ଗଣତନ୍ତ୍ର ର ଶକ୍ତି,ମୂଲ୍ୟ ବୋଧ ଓ କର୍ତୁତ୍ଵ୍ ର ଉଚ୍ଛ୍ଵ୍ । ସମ୍ବିଧାନ ପ୍ରନେତା ଙ୍କ ମତରେ ସାମାଜିକ ନ୍ୟାୟ ର ଅର୍ଥ ହେଉଛି,ସମାଜ ରେ ଥିବା ଲୋକଙ୍କ ମଧ୍ୟ ରେ ଅସମନତା କୁ ଦୂର କରିବା।ଏହା ହେଉଛି ପ୍ରଶାସନ ର କାମ । ରାଷ୍ଟ୍ର ର କର୍ତ୍ତବ୍ୟ ହେଉଛି ରାଷ୍ଟ୍ର ର ଅନ୍ତଃ ଓ ବାହ୍ୟ ର ସୁରକ୍ଷା ପ୍ରଦାନ ଓ ଶାନ୍ତି ରକ୍ଷା। ସବୁଠାରୁ ଉଲ୍ଲେଖ ଯୋଗ୍ୟ କଥା ହେଉଛି – ପ୍ରତି ପାଞ୍ଚ ବର୍ଷ ରେ ପ୍ରତିନିଧି ସଭା ର ପରିବର୍ତନ ସହ କ୍ଷମତା ହସ୍ତାନ୍ତର କ୍ଷେତ୍ର ରେ ସୁରୁଖୁରୁ ରେ ସମ୍ପାଦନ କରିବା କ୍ଷେତ୍ର ରେ ଭାରତ ଆଗୁଆ।ଅନ୍ୟ କୌଣସି ରାଷ୍ଟ୍ର ରେ ଏପରି ସୁରୁଖୁରୁ ରେ ହେଇ ନ୍ ଥାଏ। ଗଣତନ୍ତ୍ର ରେ ଶକ୍ତି ସେତେବେଳେ ବଢିବ ଯେତେବେଳେ ସାଧାରଣ ଲୋକଙ୍କର ଭଗିଦାରି ଶାସନ ରେ ବଢିବ। ଜନସାଧାରଣ ଙ୍କ ର୍ ବାକ୍ ସ୍ୱାଧୀନତା ରହିବା ବାଞ୍ଛନିୟ୍। ସେମାନେ ବିନା ଭୟରେ ସରକାର ଙ୍କୁ ସମଲୋଚନା କରିପାରୁଥିବେ। ଶାସନ ପ୍ରକ୍ରିୟା ରେ ସାମରିକ ହସ୍ତ କ୍ଷେ ପ୍ ଭୟ ଆଦୌ ନ୍ ଥିବ। ଶାସନ ପଦ୍ଧତି ଓ ବ୍ୟବସ୍ଥା ଏପରି ହେବା ଆବଶ୍ୟକ ଯେ କ୍ଷମତା ରେ ଥିବା ଶାସକ ଗୋଷ୍ଠୀ ଏକଛତ୍ର୍ ବାଦ୍ଦି ହୋଇ ପାରିବେ ନାହିଁ।
ଶାସକ ଙ୍କ ନିଷ୍ପତି ଉପରେ ମତ ରଖିବା ପାଇଁ ଜନସାଧାରଣ ଙ୍କୁ ସୁଯୋଗ ମିଳୁଛି।ରାଷ୍ଟ୍ର ର କର୍ତ୍ତବ୍ୟ ହେଉଛି (କ୍)ଆନ୍ତର୍ ଜାତିକ୍ ସୁରକ୍ଷା ଓ ଶାନ୍ତି ସ୍ଥାପନ(ଖ) ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଭଲ ବୁଝାମଣା ସାଙ୍ଗକୁ ଶାନ୍ତି ରକ୍ଷା(ଗ୍)ଆନ୍ତର୍ ଜତିକ୍ ଶାନ୍ତି ପ୍ରତିଷ୍ଠା ,ଆଇନ ଓ ଚୁକ୍ତି ରକ୍ଷା (ଘ)ଆନ୍ତର୍ ଜାତିକ୍ କ୍ଷେତ୍ର ରେ ବିବାଦିୟ୍ ବିଷୟ ଗୁଡିକ ର୍ ଆପୋସ୍ ଆଲୋଚନା ମାଧ୍ୟମ ରେ ସମାଧାନ। ସାର୍ବ ଭୌମତ୍ଵ୍ ଓ ସ୍ଵଧିନତା ପରସ୍ପର ଅଙ୍ଗାଙ୍ଗି ଭାବେ ଜଡିତ। ଏହାହିଁ ଆମ ରାଷ୍ଟ୍ର ର୍ ଶକ୍ତି ।ଜନସାଧାରଣ ଙ୍କର ଇଚ୍ଛା ଅନୁସାରେ ଗନତାନ୍ତ୍ରିକ୍ ନୀତି,ଵିଧି ଓ ବିଧାନ ଅନୁସାରେ ଶାସନ ଚାଲିବ୍। ଗନତାନ୍ତ୍ରିକ୍ ବ୍ୟବସ୍ଥା ରେ ମୂଲ୍ୟ ବୋଧ ହେଉଛି – ସମାନତା,ସ୍ୱାଧୀନତା,ଓ ଅର୍ଥ ପୁର୍ଣ ଗଣତନ୍ତ୍ର। ଏଣୁ ତ୍ କୁହାଯାଏ ସରକାର ହେଉଛି ଲୋକ ଙ୍କର ,ଲୋକଙ୍କ ଦ୍ୱାରା ଓ ଲୋକଙ୍କ ପାଇଁ। ଭାଇ ଚାରା,ବି ରହିବା ଦରକାର୍। ଲୋକ ମାନଙ୍କର୍ ଆବଶ୍ୟକତା ଅନୁ ଯାଇ ଶାସନ ଯୋଗାଇ ଦିଆ ଗଲେ ତାହାହିଁ ହେବ ଶ୍ରେଷ୍ଠ ଗଣତନ୍ତ୍ର।ଯେହେତୁ ତାଙ୍କରି ଦୟା ରେ ଜନପ୍ରତିନିଧି ମାନେ ସରକାର୍ ଗଢି ଥାନ୍ତି।