Odisha news

ଆଜି ଡିସେମ୍ବର ୧ତାରିଖ , ବଦଳିବ ୫ଟି ନିୟମ

0
ନୂଆଦିଲ୍ଲୀ : ଆଜି ଆରମ୍ଭ ହେଲା ଡିସେମ୍ବର ମାସ ର ୧ତାରିଖ । ଏହା ବର୍ଷ ୨୦୨୨ ର ଶେଷ ମାସ ଅଟେ । ଯାହାକୁ ନେଇ ଅନେକ କଳ୍ପନା କରାଯାଉଛି , ଯେ ହୋଇପାରେ ଅନେକ ଗୁଡ଼ିଏ ପରିବର୍ତ୍ତନ । ଏହି ପରିବର୍ତ୍ତନ ଆପଣଙ୍କ ଆର୍ଥିକ ସ୍ଥିତି କୁ ପ୍ରଭାବିତ କରିପାରେ । ତେଣୁ ସେହି ନିୟମ ଗୁଡ଼ିକୁ ଜାଣିବା ପ୍ରତ୍ୟେକ ଭାରତୀୟ ନାଗରିକ ଙ୍କ ପାଇଁ ଗୁରୁତ୍ଵ ପୂର୍ଣ୍ଣ ଅଟେ ।
– ଡିସେମ୍ବର ୧ ତାରିଖ ଠାରୁ ATM ରୁ ପଇସା କାଢିବା ନିୟମ ରେ ହୋଇପାରେ ପରିବର୍ତ୍ତନ । ତେଣୁ କୁହାଯାଉଛି ଯେ ଏହା ରୋଷେଇ ଘରକୁ ମଧ୍ୟ ପ୍ରଭାବିତ କରିପାରେ ।
– LPG ସିଲିଣ୍ଡର ର ନୂଆ ଦର ଜାରି ହୋଇପାରେ । ପ୍ରତ୍ୟେକ ମାସ ର ୧ତାରିଖ ରେ ଏହାର ନୂଆ ନିୟମ ଜାରି କରାଯାଇ ଥାଏ ।
– ଆଜିଠାରୁ ଆଉ ପେନସନ ଭୋକ୍ତା ଆଉ ଲାଇଫ ସାର୍ଟିଫିକେଟ ଦେଇ ପାରିବେ ନାହିଁ । କାରଣ ନଭେମ୍ବର ୩୦ ତାରିଖ ଶେଷ ତାରିଖ ଥିଲା ।
– RBI ରିଟେଲ ୟୁଜ ପାଇଁ ଡିସେମ୍ବର ୧ତାରିଖ ରୁ ଡିଜିଟାଲ Rupee ର ପାଇଲଟ ଲଂଚ କରାଯିବ ।
– ଶୀତ ଦିନରେ ଥଣ୍ଡା କାରଣରୁ ଟ୍ରେନ ଟାଇମ୍ ଟେବୁଲ୍ ରେ ପରିବର୍ତ୍ତନ ହୋଇପାରେ । କୁହୁଡି କାରଣରୁ ଏହି ସମୟ ରେ ପରିବର୍ତ୍ତନ ହୋଇପାରେ ।
– ପଞ୍ଜାବ ନେସନାଲ ବ୍ୟାଙ୍କ୍ ATM ରୁ ପଇସା ଡ୍ର କରିବା ପାଇଁ ଓଟିପି ଆବଶ୍ୟକତା ପଡିପାରେ ।
– RBI ପକ୍ଷରୁ ଜାରି ହୋଇଥିବା ଛୁଟି ତାଲିକା ରେ ୧୩ ଦିନ ର ଛୁଟି ରହିଛି । ଏହାଛଡା ଅନ୍ୟ ଲୋକାଲ ଛୁଟି ରାଜ୍ୟ ଗୁଡ଼ିକ ରେ ରହିବ
Leave A Reply