Odisha news

ବିଛା ରାଶିରେ ଆରମ୍ଭ ହେଉଛି ବୁଦ୍ଧାଦିତ୍ୟ ଯୋଗ , ଏହିସବୁ ରାଶି ପାଇଁ ମଧ୍ୟ ଶୁଭ ସମୟ ଆଣିବ

0
ବିଛା ରାଶିରେ ସୂର୍ଯ୍ୟ ଓ ବୁଦ୍ଧ ଙ୍କ ଜତିପାତ ରେ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହେଉଛି । ବୁଦ୍ଧ ଗ୍ରହ ଡିସେମ୍ବର ୩ତାରିଖ ପର୍ଯ୍ୟନ୍ତ ବିଛା ରାଶିରେ ରହିବେ । ଏହି କାରଣରୁ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ଶୁଭ ଯୋଗ ରହିଛି । ଯାହା ଜୀବନ ରେ ଭଲ ସମୟ ଆଣିବ ।
– ବୁଦ୍ଧାଦିତ୍ୟ ଯୋଗ କର୍କଟ ରାଶିର ବ୍ୟକ୍ତି ଙ୍କ ପାଇଁ ଖୁବ୍ ଶୁଭ ଫଳ ଦେବ । କ୍ୟାରିଅର ରେ ଉନ୍ନତି ହେବା ସହ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ । ଦୀର୍ଘ ଦିନ ରୁ ପଡ଼ି ରହିଥିବା କାର୍ଯ୍ୟ ସୁରୁଖୁରୁରେ ହୋଇଯିବ ।
– କନ୍ୟା ରାଶି :
 ବୁଦ୍ଧାଦିତ୍ୟ ଯୋଗ କନ୍ୟା ରାଶି ର ବ୍ୟକ୍ତିଙ୍କ ଜୀବନ ରେ ମଧ୍ୟ ଖୁବ୍ ସୁଖ ଶାନ୍ତି ନେଇ ଆସିବ । ଆତ୍ମବିଶ୍ବାସ ର ବୃଦ୍ଧି ହେବ । ଦୀର୍ଘ ଦିନର ବନ୍ଧୁଙ୍କ ସହିତ ଯୋଗାଯୋଗ କରିବେ । ଏହାଛଡା ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
– ତୁଳା ରାଶି :
ବୁଦ୍ଧାଦିତ୍ୟ ଯୋଗରେ ତୁଳା ରାଶି ର ବ୍ୟକ୍ତିଙ୍କ ର ଧନ ଲାଭ ଯୋଗ ରହିଛି । ବ୍ୟବସାୟ ରେ ଖୁବ୍ ଲାଭ ହେବ । କ୍ୟାରିଅର ରେ ସଫଳତା ମିଳିବ । ଏହାଛଡା ଧାର୍ମିକ କାର୍ଯ୍ୟରେ ମନୋ ବଳାଇବେ ।
* ବିଛା ରାଶି :
ସୂର୍ଯ୍ୟ ଓ ବୁଦ୍ଧ ମିଳିତ ଭାବରେ ବିଛା ରାଶିରେ
ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି କରୁଛନ୍ତି । ଯାହା ବିଛା ରାଶି ପାଇଁ ଖୁବ୍ ଶୁଭ ଅଟେ । ଯେଉଁ କାରଣରୁ ସବୁଠୁ ଅଧିକ ଶୁଭ ଯୋଗ ଏହି ରାଶିରେ ପଡ଼ିବ । ଯାହାଦ୍ଵାରା ମାନ ସମ୍ମାନ ରେ ବୃଦ୍ଧି , କ୍ୟାରିଅର ରେ ଉନ୍ନତି ଓ ଶୁଭ ଖବର ଶୁଣିବାକୁ ମିଳିପାରେ ।
Leave A Reply